ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷୟିତ୍ରୀ ମମତା ପଣ୍ଡା ହୃଦଘାତ ରେ ମୃତ୍ୟୁ

ଉତ୍କେଲା,୩୦/୧୦,ନିପ୍ର,କେସିଙ୍ଗା ବ୍ଲକ ଉତ୍କେଲା ର ଅବସରପ୍ରାପ୍ତ ଶିକ୍ଷକ ଧବଲେଶ୍ବର ପୁରୋହିତ ଙ୍କ ଧର୍ମପତ୍ନୀ ମମତା ପଣ୍ଡାଙ୍କ ଗତ ଶନିବାର ରାତ୍ର ନଅ ଘଣ୍ଟା ସମୟରେ ଘରେ ହୃଦଘାତ ହୋଇ ପରଲୋକ ଘଟିଛି। ଶ୍ରୀମତୀ ପଣ୍ଡା ଉତ୍କେଲା ବାଲିକା ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଥିଲେ।ତାଙ୍କରି ଏକମାତ୍ର ଝୀଅ ନବୋଦୟ ବିଦ୍ୟାଳୟ ନର୍ଲା ରେ ଅଧ୍ୟୟନ କରୁଛନ୍ତି। ତାଙ୍କରି ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଅମର ଆତ୍ମା ସଦଗତି ନିମନ୍ତେ ବ୍ରାହ୍ମଣ ସମାଜ ର ସଭାପତି ଲିଙ୍ଗରାଜ ମିଶ୍ର ସମେତ ବସନ୍ତ ପୁରୋହିତ ,ଶିବପ୍ରସାଦ ସାହୁ,,ଟଙ୍କଧର ନାଏକ, ସୁରେଶ କୁମାର ଜୈନ,ଅନିରୁଦ୍ଧ ସାହୁ,ଅର୍ଜୁନ ପୋଢ ,ରୁପଚାନ୍ଧ ଜୈନ,ବିଦ୍ୟାଳୟ କମିଟି ତଥା ସମସ୍ତ ଶିକ୍ଷୟିତ୍ରୀ ଷ୍ଟାଫ,ଛାତ୍ରୀ ମାନେ,ଶୋକବ୍ୟକ୍ତ କରିଛନ୍ତି। ଗାଁ ଶ୍ମଶାନରେ ତାଙ୍କୁ ଅନ୍ତିମ ସଂସ୍କାର ବେଲେ ପୁତୁରା ଶିକ୍ଷକ ସୁବାଷ ଚନ୍ଧ୍ର ପୁରୋହିତ ମୁଖାଗ୍ନି ଦେଇଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ଦାନ ଉତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ନିର୍ମାଣଧିନ ପୋଲ ଭୁସୁଡିଲା, ପାଞ୍ଚଟି ଗାଁ ରାସ୍ତା ବିଛିନ୍ନ 

Sunil Chandra Nayak

Leave a Comment

error: Content is protected !!