ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧୁ ମିଳନ ପର୍ବ

ବ୍ୟୁରୋ ନୀୟୂଜ/  ବ୍ରହ୍ମପୁରସ୍ଥ ଉତ୍କଳ ଆଶ୍ରମ କକ୍ଷରେ ଖଲ୍ଲିକୋଟ କଲେଜ Extention Wing ର ୧୯୭୮ମସିହା କଲେଜ ଛାତ୍ର ଙ୍କ ବନ୍ଧୁ ମିଳନ ପର୍ବ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି।ଉକ୍ତ ବୈଠକରେ ଗଣେଶ ପ୍ରସାଦ ସାହୁ, ପ୍ରଫୁଲ୍ଲ କୁମାର ବିଷୋଇ, ଅଲେଖ ଚନ୍ଦ୍ର ବେହେରା, ପ୍ରଫୁଲ ଜେନା ଓ ଲକ୍ଷ୍ମୀ ନାରାୟଣ ସାହୁ ମଂଚାସିନ ଥିଲାବେଳେ କିଶୋର କାପୁର,କାଳୀ ଚରଣ ସ୍ୱାଇଁ,କୈଳାସ ଚନ୍ଦ୍ର ସାବତ ଓ ହିମାଂଶୁ କୁମାର ସାମନ୍ତରାୟ ସହଯୋଗ କରିଥିଲେ।ଏଥିରେ ପରିଣତି ବୟସରେ ନିଜ ନିଜର ଦୁଖ ଓ ସୁଖର ଆଦାନ ପ୍ରଦାନ କରିଥିଲେ।ଆସନ୍ତା ୨୩-୧୧-୨୦୨୨ରେ ପରବର୍ତ୍ତୀ ବନ୍ଧୁ ମିଳନ ପର୍ବ ମହୁରୀ କାଳୁଆ ଠାରେ ଅନଷ୍ଠିତ କରାଯିବାକୁ ନିଷ୍ପତି ନିଆଗଲା,ଶେଷରେ କିଶୋର କାପୁର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ନବରଙ୍ଗପୁର ଜିଲ୍ଲା

ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ 

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପରିଚାଳନା ଦାୟିତ୍ବ କାହାର?

Sunil Chandra Nayak

Leave a Comment

error: Content is protected !!