ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ଷ୍ଟାଡିୟମ ନିକଟରୁ ପାଞ୍ଚ ଫୁଟ୍ ନାଗ ସାପ ଉଦ୍ଧାର

କାମାକ୍ଷାନଗର(ମସୀହା)୦୩/୧୧_ସାରଙ୍ଗଧର ଷ୍ଟାଡିୟମ ନିକଟରୁ ଆଜି ସଂଧ୍ୟ୍ୟା ସମୟରେ ଏକ ପାଞ୍ଚ ଫୁଟ୍ ଲମ୍ବର ନାଗସାପ କୁ ସ୍ନେକ୍ ହେଲ୍ପଲାଇନ ର ସଦସ୍ୟ ମାନେ ଉଧାର କରିଛନ୍ତି। ନାଗସାପ ଟି ରାସ୍ତା ପାର ହୋଇ ଷ୍ଟାଡିୟମ ଭିତରକୁ ପଶିବାକୁ ଯାଉଥିବା ସମୟରେ ପାଖରେ ଥିବା କିଛି ଗଣମାଧ୍ୟମ ପ୍ରତିନିଧି ଏହା ଦେଖି ସ୍ନେକ୍ ହେଲ୍ପଲାଇନ କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ ର ସଦସ୍ୟ ଆଶୁତୋଷ ନାୟକ (ଲିକୁ) ଏବଂ ତାଙ୍କ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଧାର କରି ପାଖ ଜଙ୍ଗଲରେ ଛାଡ଼ି ଦେଇଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପଧାନଙ୍କ ପରଲୋକ 

Sunil Chandra Nayak

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ଚଳ ଚଞ୍ଚଳ ଢେ଼ଙ୍କାନାଳ

Sunil Chandra Nayak

ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅ

Sunil Chandra Nayak

Leave a Comment

error: Content is protected !!