ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର—ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ ଏକର ମକା ଫସଲ ନଷ୍ଟ ଘଟଣା ରେ ଜଙ୍ଗଲ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ୮ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ଉମରକୋଟ ବ୍ଲକ ଅନ୍ତର୍ଗତ ଭିଏସଏସ ତଥା ଏଫଆରସି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ଶହ ଶହ ମହିଳା ଓ ପୁରୁଷ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକ ନିକଟରୁ ଏକ ରାଲ୍ଲୀ ରେ ବାହାରି ସହର ପରିକ୍ରମା କରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ଠାରେ ଚାଲିଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପହଞ୍ଚି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । କମିଟି ତରଫରୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ଆଇନର ଖିଲାପ କରି ତିନୋଟି ଗ୍ରାମବାସୀ ଜଙ୍ଗଲ ନଷ୍ଟ କରି ସେଠାରେ ମକା ଚାଷ କରିଥିଲେ ଯାହାକୁ ନେଇ ସେମାନେ ଉତକ୍ଷିପ୍ତ ହୋଇ କେବଳ ବେଆଇନ ଭାବେ ଲଗାଯାଇଥିବା ମକା ଫସଲ ନଷ୍ଟ କରିଥିବା ସ୍ୱୀକାର କରିବା ସହିତ କାହାର ଘରେ କିମ୍ବା ଅସ୍ଥାୟୀ କୁଡ଼ିଆରେ ନିଆଁ ଲଗାଇବା ଘଟଣା କୁ ମନା କରିଛନ୍ତି । ଗ୍ରାମବାସୀ ମାନେ ଅନ୍ୟ ଲୋକ ର ପ୍ରରୋଚନାରେ ନିଜେ ନିଜେ ନିଜ କୁଡ଼ିଆରେ ଓ ଫସଲ ରେ ନିଆଁ ଲଗାଇ ତିନୋଟି ଗ୍ରାମବାସୀ ଙ୍କ ଉପରେ ଦୋଷ ଲଦି ଦେଉଥିବା ଅଭିଯୋଗ କରିଛନ୍ତି । ଏଥିସହ ସେହି ବ୍ୟକ୍ତି ବିଶେଷ ଙ୍କ ସହାୟତାରେ ତିନି ଗ୍ରାମବାସୀ ଙ୍କ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେମାନଙ୍କ ମକା ଫସଲ ନଷ୍ଟ କରିଥିବା ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରି ନିଜ ଦୋଷ ଲୁଚାଇବା ପାଇଁ ଚାପ ପ୍ରୟୋଗ କରିବାକୁ ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି । ତେଣୁ ଘଟଣାରେ ଗ୍ରାମବାସୀ ଙ୍କୁ ଆଇନକୁ ଭାଙ୍ଗି ଜଙ୍ଗଲ ନଷ୍ଟ କରିବାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ନଚେତ ସେମାନେ ଆଉ ଜଙ୍ଗଲ ସୁରକ୍ଷା କରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି । ଅପରପକ୍ଷରେ ନବରଙ୍ଗପୁର ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଦାବି ଗୁଡିକୁ ପୁରଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ମସୀହା ନିୟୁଜ୍।

Related posts

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

୬୯ତମ ସମବାୟ ସପ୍ତାହ ପାଳନ ଅବସରରେ କୃଷକ ସଭା ଅନୁଷ୍ଠିତ 

Sunil Chandra Nayak

ବିଜେପି ପକ୍ଷରୁ ଆଜି ଓଡ଼ିଆ ଧାରାବାହିକ ଅଭିନେତା ଓ ଅଭିନେତ୍ରୀଙ୍କ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ ପ୍ରଚାର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort