ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଞ୍ଚି ରହିଛି ଚାଷୀର ସ୍ମୃତି ଅସ୍ମିତା 

 କାମାକ୍ଷାନଗର 18/11/22 (ମସିହା )ଆଧୁନିକର ଚାକଚକ୍ୟ ଭିତରେ ଆଜିର ଏକବିଂଶ ଶତାବ୍ଦୀର ଶିକ୍ଷିତ ସଭ୍ୟ ସମାଜ ଚାକିରୀ ପଛରେ ଗୋଡାଉଥିଲା ବେଳେ ଏମିତି କିଛି ଵ୍ୟକ୍ତି ବିଶେଷଙ୍କ ପାଇଁ ଵଞ୍ଚି ରହିଛି ଆମ ପରମ୍ପରା ସଂସ୍କୃତି ସ୍ମୃତି ଅସ୍ମିତା ଅର୍ଥାତ ବଞ୍ଚି ରହିଛି କୃଷକ ଆଉ ତାହାର ଵଳଦ ଶଗଡଗାଡି , ଆମେ କହୁଛୁ ଗାଁ ର ସେହି ଅନ୍ନ ଦାତା ଙ୍କ କଥା,ଯିଏ ନିଜ ମା ମାଟି ଜମିକୁ ଚାଷ କରି ଫସଲ ଉତ୍ପାଦନ କରି ଆମକୁ ଖାଦ୍ୟ ଯୋଗାଇ ଥାଆନ୍ତି ସେହି କୃଷକ ଆମ ଗାଁ ଆମ ଅଞ୍ଚଳର ଗୈାରବ । ଢେ଼ଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ଏନ୍.ଏ.ସି ୧୧ ନମ୍ବର ଓ୍ଵାର୍ଡ ଆଳତୁମା ଗାଁ ଵଡଵିଲା ପାତ୍ର ସାହିର ଦୁଇ ଭାଇ ଶ୍ରୀଯୁକ୍ତ ବିଦ୍ୟାଧର ପାତ୍ର ଏବଂ ଶ୍ରୀଯୁକ୍ତ ବିଜୟ ପାତ୍ର ଓ ତାଙ୍କ ପୁଅ ବିଭୂତି ପାତ୍ର ପାଖା ପାଖି ୭ ଏକର ଜମିରେ ଧାନ ଚାଷ କରୁଛନ୍ତି ତାଙ୍କର ଦୁଇ ହଳ ବଳଦ , ଲଙ୍ଗଳ ,ମଇ ଏବଂ ଶଗଡ଼ଗାଡି ମାଧ୍ୟମରେ lଏହା ଵାସ୍ତଵରେ ଆମ ଗାଁ ଅଞ୍ଚଳ ପାଇଁ ପ୍ରେରଣା ଦାୟକ 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଠାକୁର

Sunil Chandra Nayak

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

ରାଇରଙ୍ଗପୁର କୋର୍ଟରେ ଭାତୃହନ୍ତାକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ

Sunil Chandra Nayak

Leave a Comment

error: Content is protected !!