ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଃଖିନୀ ନିସ୍ତୃଙ୍କା ହେଲେ ମୁନିଗୁଡା ବ୍ଳକ ଅଧ୍ଯକ୍ଷା

ରାୟଗଡା:୧୨/୩- ମି.ନି.ସ:- ଶରଧାପୁର ସମିତି ସଭ୍ଯା ଦୁଃଖିନୀ  ନିସ୍ତ୍ରୁଙ୍କା ନିଦ୍ବର୍ନ୍ଦରେ ବ୍ଳକ ଅଧ୍ଯକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବ୍ଳକର ସମସ୍ତ ୧୭ ଜଣ ସମିତି ସଭ୍ଯ ସଭ୍ଯା ଶ୍ରୀମତୀ ନିଷ୍ଟ୍ରୁଙ୍କା  ଙ୍କୁ ସମର୍ଥନ ଦେଇଥିବାରୁ ସେ ନିଦ୍ବର୍ନ୍ଦରେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଦୁଃଖିନୀ ନୃଣ୍ତୃକା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କୁ ସାଥିରେ ନେଇ ମୁନିଗୁଡା ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ନବନିର୍ବାଚିତ ରାଷ୍ଟ୍ରପତି ଫଳା ଫଳକୁ ନେଇ ମୋଟଙ୍ଗା ମଣ୍ଡଳରେ ବିଜୟ ଉତ୍ସବ ପାଳିତ 

Sunil Chandra Nayak

ଦୁଇ ଦିନ ହେଲା ଅନ୍ଧାର ରେ ଫୁଲବାଣୀ ସହର

Sunil Chandra Nayak

ଆଖୁଚାଷ ପାଇଁ କୃଷି ସମ୍ମିଳନୀ

Leave a Comment

error: Content is protected !!