ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅମିତା କାଡ୍ରାକା ହେଲେ କଲ୍ଯାଣସିଂପୁର ସମିତି ଅଧ୍ଯକ୍ଷା

ରାୟଗଡା:୧୨/୩-ମ.ନି.ସ:-ରାୟଗଡା ଜିଲ୍ଲା କଲ୍ଯାଣସିଂପର ସମିତି ଅଧ୍ଯକ୍ଷା ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀନୀ ଅମିତା କାଡ୍ରାକା ନିଦ୍ବର୍ନ୍ଦରେ ବିଜୟୀ ହୋଇଛନ୍ତି। ବ୍ଳକରେ ମୋଟ ୧୪ ପଞ୍ଚାୟତ ସମିତି ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ ସମିତି ସଭ୍ଯ ବିଜେଡି ସମର୍ଥୀତ ଏବଂ ୪ ଜଣ କଂଗ୍ରେସ ଓ ୨ ଜଣ ବିଜେପି ସମର୍ଥକ ପ୍ରାର୍ଥୀ ଥିବାରୁ ଅନ୍ୟ କେଉଁ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ। ଅମ୍ରିତା ଅଧ୍ଯକ୍ଷା ପଦବୀ ପାଇଁ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁଧାକର ରାଇତ ଅମ୍ରିତାଙ୍କୁ ହିଁ ବିଜୟୀ ଘୋଷଣା କରିଥିଲେ। ଅମ୍ରିତା ଙ୍କ ବିଜୟୀ ପରେ ସମସ୍ତ ଆଠ ସମିତି ସଭ୍ଯ ସଭ୍ଯାଙ୍କ ସହ ଶତାଧିକ କର୍ମୀ ଏକ ବିଶାଳ ରାଲିରେ ଗ୍ରାମ ପରିକ୍ରମା କରିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ବିର୍ସାମୁଣ୍ଡା ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଦାଶ ଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

କର୍ଲାପାଟ ଜମିଦାରଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!