ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

 କାମାକ୍ଷାନଗର ( ମସିହା)୨୩/୧୧_ଆଜି ଭୁବନେଶ୍ୱର ଲୋକପାଳ ଭବନ ଠାରେ ଅନୁଷ୍ଠିତ ପୌର ଶାସନ ପ୍ରଣାଳୀ ଏବଂ ଉନ୍ନୟନ ପଦ୍ଧତି ସମ୍ପର୍କିତ କର୍ମଶାଳା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପନଗରପାଳ ଶକୁନ୍ତଳା ସେଠୀ ଙ୍କ ନେତୃତ୍ବରେ ସମସ୍ତ ୧୫ ଟି ୱାର୍ଡ ର କାଉନସିଲର ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ କଟକ,ଢ଼େଙ୍କାନାଳ, ଯାଜପୁର, ଜଗତସିଂହପୁର ଏବଂ କେନ୍ଦ୍ରପଡା ଜିଲ୍ଲା ର ସମସ୍ତ ପୌର ପରିଷଦ ର ପୌରାଧକ୍ଷ, ଉପାଧକ୍ଷ ଓ କାଉନସିଲର ମାନେ ଯୋଗ ଦେଇ ନୂତନ ଶାସନ ପ୍ରଣାଳୀ ଏବଂ ଉନ୍ନତ ପଦ୍ଧତି ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବରିଷ୍ଠ କଳାକାର ସଂଘ ତରଫରୁ ଗୁରୁ ଦିବସ ପାଳିତ

Sunil Chandra Nayak

ସମ୍ବାଦ ସାହିତ୍ୟଘର,ରାଉରକେଲା ଓ ଉତ୍କଳ ନବଜୀବନ ମଣ୍ଡଳର ଆଲୋଚନା ଚକ୍ର ଅନୁଷ୍ଠିତ

ଜନ ମଙ୍ଗଳ,ରାସୋଳ ତରଫରୁ ତ୍ରିରଙ୍ଗା ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!