ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

କୋକସରା,୨୪/୧୧-  (ମ ନି ସ) ଆସନ୍ତା ଡିସେମ୍ବର ୧୦ ତାରିଖରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ ତମ ସହିଦ ଦିବସ ପାଳନ ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ କୋକସରା ବ୍ଲକ ଆଦିବାସୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଆଦିବାସୀ ସଂଘର ସଭାପତି ହେମନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ କର୍ମକର୍ତ୍ତାଙ୍କ ସହ ସହିଦ ଦିବସ ପାଳନ ନେଇ ଆଲୋଚନା କରିଥିଲେ। ଏହି ବୈଠକରେ ନୀଳକଣ୍ଠ ମାଝୀ, ଘନଶ୍ୟାମ ନାଏକ, ଅଶୋକ ପୁଝାରି, ୠତୁରାଜ ମାଝୀ, ଧର୍ମାନନ୍ଦ ନେଗି, ଜୟଲାଲ ନାଏକ, ଗରୁଡ଼ଧ୍ୱଜ ମାଝୀ, ମୁକ୍ତେଶ୍ଵର ନାଏକ, ରତନ ମାଝୀ, ସନ୍ଥ ନାଏକ, ହିମାଂଚଳ ପୁଝାରି, ବିରେନ୍ଦ୍ର ମାଝୀ, ବାହାଦୁର ମାଝୀ, ନିତ୍ୟାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ଶହୀଦ ଦିବସ ପାଳନ ସମ୍ବନ୍ଧରେ ନିଜ ନିଜର ମତାମତ ଦେଇଥିଲେ।

Related posts

ସରକାରୀ ୱେବସାଇଟ ରେ  ତୃଟି,ଏବେ ବି ଅକ୍ଷମିତା କାର୍ତ୍ତିକ କୋଷାଗୁମୁଡ଼ା ବିଡ଼ିଓ ?

Sunil Chandra Nayak

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧରଣ ବୈଠକ ରାକିକିଆ ଠାରେ ଅନୁଷ୍ଠିତ 

Sunil Chandra Nayak

ନବରଙ୍ଗପୁର ରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!