ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାରର ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରେ

ରାଉରକେଲା/ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ଠାରେ ହେଉଥିବା ରାଉରକେଲା ପୁସ୍ତକ ମେଳା ଆସନ୍ତା ୨୦୨୩ ମସିହା ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ ଯେ ୨୦୨୦ ମସିହାରେ ୨୭ତମ ପୁସ୍ତକ ମେଳା ଆୟୋଜିତ ହୋଇଥିଲା । କରୋନା ପାଇଁ ଗତ ଦୁଇବର୍ଷ ପୁସ୍ତକ ମେଳା ହୋଇପାରିନଥିଲା। ତେବେ ଆସନ୍ତା ଫେବୃଆରୀ ରେ ୨୮ତମ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ସଂପର୍କରେ ଅଧିକ ଜାଣିବା ପାଇଁ ଜ୍ଞାନେନ୍ଦ୍ର କୁମାର ଦାଶ ମୋ ୬୩୭୧୭୪୧୧୭୨ ରେ ଯୋଗଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବ ନିର୍ମିତ ଶିବ ମନ୍ଦିର ଉଦଘାଟିତ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଲେଶ୍ଵରକୁ ମିଳିଲା ସମ୍ମାନ

Sunil Chandra Nayak

କେନ୍ଦ୍ର ଆଦିବାସୀ ଜନଜାତି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କ ଦୁଇ ଦିନିଆ କଳାହାଣ୍ଡି ଗସ୍ତ

Sunil Chandra Nayak

Leave a Comment

error: Content is protected !!