ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦର୍ଶ ପାଠାଗାରର ପୁସ୍ତକ ମେଳା ଆସନ୍ତା ଫେବୃୟାରୀ ୧ରେ

ରାଉରକେଲା/ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ଠାରେ ହେଉଥିବା ରାଉରକେଲା ପୁସ୍ତକ ମେଳା ଆସନ୍ତା ୨୦୨୩ ମସିହା ପୂର୍ବ ନିର୍ଦ୍ଧାରିତ ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ ଯେ ୨୦୨୦ ମସିହାରେ ୨୭ତମ ପୁସ୍ତକ ମେଳା ଆୟୋଜିତ ହୋଇଥିଲା । କରୋନା ପାଇଁ ଗତ ଦୁଇବର୍ଷ ପୁସ୍ତକ ମେଳା ହୋଇପାରିନଥିଲା। ତେବେ ଆସନ୍ତା ଫେବୃଆରୀ ରେ ୨୮ତମ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ସଂପର୍କରେ ଅଧିକ ଜାଣିବା ପାଇଁ ଜ୍ଞାନେନ୍ଦ୍ର କୁମାର ଦାଶ ମୋ ୬୩୭୧୭୪୧୧୭୨ ରେ ଯୋଗଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ସ୍ବଭାବ କବି ଗଂଗାଧର୍‌ ମେହେର୍‌

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ଆଦର୍ଶ ପାଠାଗାରଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!