ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବିତ୍ର କୁରାଳ ପଞ୍ଚମୀ ପୂଜା ପାଳିତ

କାମାକ୍ଷାନଗର (ମସୀହା)29/11/22/ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ନୂଆ ଆଳୁତୁମା ଗ୍ରାମରେ କୁମ୍ଭକାର ସମାଜ ପାଳନ କରୁଛନ୍ତି ପବିତ୍ର କୁରାଳ ପଞ୍ଚମୀ l ଗଢାଶାଳରେ ପରମ ବ୍ରହ୍ମ ବିଷ୍ଣୁ ଭଗବାନ ଙ୍କ ପ୍ରତିମୂତ୍ତି ସ୍ଥାପିତ କରି ତହିଁରେ ଫୁଲ, ଚନ୍ଦନ,ଧୁପ, ଦୀପ, ନଡ଼ିଆ, କଦଳୀ ଓ କଞ୍ଚା କ୍ଷୀର ରେ ପୂଜାଚନା କରୁଛନ୍ତି lଏହି ପର୍ବ ମାର୍ଗଶିର ମାସର ଅମାବାସ୍ୟା ଯିବା ପାଞ୍ଚ ଦିନ ପରେ କୁରାଳ ପଞ୍ଚମୀ ପଡ଼େ, ଏହି ପରମ୍ପରା କେଉଁ ଆବାହମାନ କାଳରୁ ପୂର୍ବ ପୁରୁଷ ମାନେ ପାଳନ କରିଆସୁଛନ୍ତି ବୋଲି ଗ୍ରାମବାସୀ କହୁଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଡେନ୍ସ ଏକାଡେମୀ ଫୁଲବାଣୀ ର ୨୨ ତମ ବାର୍ଷିକ ରଜ ଉତ୍ସବ ୨୦୨୨ ଅନୁଷ୍ଠିତ

Sunil Chandra Nayak

କାଲି ସକାଳେ ଥୁଆମୂଳ ରାମପୁର,କଲମପୁର,କେସିଙ୍ଗା ବ୍ଳକରେ ପଞ୍ଚାୟତ ନିର୍ବାଚନ

Sunil Chandra Nayak

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

Sunil Chandra Nayak

Leave a Comment

error: Content is protected !!