ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ୩ ତାରିଖରେ ଗଣ ଶିକ୍ଷକ/ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡର)ସଙ୍ଘର ରାଲି ସହ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ନେଇ ଥାନା ଅଧିକାରୀ ଙ୍କୁ ଦେଲେ ଦରଖାସ୍ତ

ନବରଙ୍ଗପୁର–ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଗଣ ଶିକ୍ଷକ/ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡର)ସଙ୍ଘ ଶିକ୍ଷା ବିଭାଗୀୟ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଆସନ୍ତା ତା ୩/୧୨/୨୦୨୨ ଦିନ ଅପରହ୍ନ ୧ ଘଣ୍ଟା ଠାରୁ ୩ ଘଣ୍ଟା ସମୟ ମଧ୍ୟରେ ରାଜ୍ୟ ପ୍ରାଥମିକ(ଏକ୍ସକ୍ୟାଡର) ସଙ୍ଘର ନିର୍ଦେଶ୍ କ୍ରମେ ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିୟାରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓଡିଶା ସରକାରଙ୍କୁ ୮ଗୋଟି ନାର୍ଜ୍ୟ ସମ୍ମଳିତ ଦାବୀ ପତ୍ର ପ୍ରଦାନ୍ କରିବାର କାର୍ଜ୍ୟକ୍ରମ ରହିଛି।ଏହି ଅବସରରେ ଡାବୁଗାଁ ବ୍ଲକ ସଙ୍ଘର ଏକ ରାଲି ଡାବୁଗାଁ ବ୍ଲକ କ୍ରୁଷି ଫାର୍ମଭିତରେ ଥିବା ମା ଠାକୁରଣୀ ମନ୍ଦିରରୁ ବାହାରି ଅପରାହ୍ନ ୧ ଘଣ୍ଟାରୁ ବାହାରି ୩ ଘଣ୍ଟା ସମୟରେ ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଜ୍ୟାଳୟ୍ ଆସି ଦାବୀପତ୍ର ପ୍ରଦାନ କରାଯିବ।ଏଥିନେଇ ଉକ୍ତ ରାଲି କୁ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ଅନୁମତି ପ୍ରଦାନ ପାଇଁ ଯେପରି କାର୍ଜ୍ୟ ଶାନ୍ତି ଶ୍ରୁଙ୍ଖଳାର ସହ ସମାପନ ହୋଇପାରିବ,ସେଥିନେଇ ପ୍ରଶାସନର ସହଜୋଗ କାମନା କରି ଦରଖାସ୍ତ ପ୍ରଦାନ କରିଛନ୍ତି।ସଭାପତି ବଲ୍ଲଭ ନାରାୟଣ ପଣ୍ଡା,ସମ୍ପାଦକ ଜିତେନ୍ଦ୍ର କୁମାର ମାଝୀ ଓ ଅନ୍ୟ ଶିକ୍ଷକ/ଶିକ୍ଷୟତୀ ବ୍ରୁନ୍ଦ ସହଜୋଗ୍ କରି ଥିଲେ।

ନବରଙ୍ଗପୁର ଜିଲାରୁ ରଵି ନାରାୟଣ ମହାନ୍ତିଙ୍କ ସହ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ୍ ମସିହା ନିୟୁଜ।

Related posts

ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ

Sunil Chandra Nayak

ଜଣା ଅଜଣା – …..

ନୟନ ଖୁରା କୁ ପ୍ରଶାସନ କହିଲା ଚିକିତ୍ସା ପାଇଁ ସବୁ ସୁବିଧା କରିବ :   କିନ୍ତୁ ସେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ଧର୍ମଶାଳା ଗଛତଳେ

Sunil Chandra Nayak

Leave a Comment

error: Content is protected !!