ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବି ଆର୍ ଜି ଛକ ଠାରେ ବସ୍ ଧକ୍କାରେ ଜଣେ ମହିଳା ମୃତ

ଢେ଼ଙ୍କାନାଳ(ମସୀହା)୦୧/୧୧_ଆଜି ସକାଳ ଆଠଟା ସମୟ ରେ ୫୫ ନମ୍ୱର୍ ଜାତୀୟ ରାଜପଥ ଟାଟା ଷ୍ଟିଲ ମେରାମଣ୍ଡଳୀରେ ସନ୍ନିକଟ ବି ଆର୍ ଜି  ଛକ ଠାରେ ଜଣେ ମହିଳା ରାସ୍ତା ପାର ହେଉଥିବା ସମୟ ରେ ନୀଳକଣ୍ଠ ନାମକ ଏକ ବସ୍ ଦୃତ୍ ଗତିରେ ଆସି ଧକା ଦେଇ ଦେଇ ଥିଲା। ଫଳ ରେ ଘଟଣା ସ୍ଥଳରେ ମହିଳା ଙ୍କ ମୃତ୍ୟୁ ହୋଇ ଥିଲା। ମୃତକ ଜଣଙ୍କ ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ କୁରୁଣ୍ଟି ଗ୍ରାମ ର ଜାୟତ୍ରି ସାହୁ ବୋଲି ଜଣା ପଡିଛି।ଖବର ପାଇ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି l ଜାତୀୟ ରାଜପଥ ସମ୍ପ୍ରସାରଣ ରେ ବିଳମ୍ବ ଓ ଡ଼୍ରାଇଭର ମାନଂକ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ପରି ନିତି ଦିନ ଦୁର୍ଘଟଣା ଘଟୁଅଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କୋକସରାରେ ଭାରତ ବନ୍ଦ ପାଳନ

ପ୍ରତିମା ଶତପଥି ଙ୍କ କବିତା ମେଘ

Sunil Chandra Nayak

ଖଲିଆମେଣ୍ଟା ସମିତି ର ସଭାପତି ନିର୍ବାଚିତ

Leave a Comment

error: Content is protected !!