ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ଅଭିଯାନ

କାମାକ୍ଷନଗର(ମସିହା ନ୍ୟୁଜ)୦୨/୧୨_ନୂତନ ଭୋଟର ତାଲିକାରେ ନାମ ପଞ୍ଜିକରଣ ଓ ସଂଶୋଧନ କାଯ୍ୟ କୁ ନେଇ ସଚେତନ ଅଭିଯାନ ଆରମ୍ଭ ହୋଇଛି l ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାମାକ୍ଷାନଗର ର ଛାତ୍ରୀ ମାନେ କାମାକ୍ଷାନଗର ବଜାର , ଜନତା ବ୍ୟବସାୟ ପ୍ରତିଷ୍ଠାନ ସମୁହ ପରିକ୍ରମା ସାରି ବିଦ୍ୟାଳୟ ରେ ପହଞ୍ଚ ଥିଲ l ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ୍ ନିଗମାନନ୍ଦସାହୁ  ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସହ- ଜିଲ୍ଲାପାଳ ମଦନ ମୋହନ ଜେନା ଯୋଗ ଦେଇଥିଲେ ।ଏହି କାଯ୍ୟକ୍ରମ ରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟପାକ,ଅଧାପିକା ଓ କର୍ମଚାରୀ ସାମିଲ ଥିଲେ।ପରେ ସହ ଜିଲ୍ଲାପାଳ ମହନ ମୋହନ ଜେନା ସମସ୍ତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।

କାମାକ୍ଷନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଏଥର ରଥଯାତ୍ରାରେ ରିଲିଜ ହେବାକୁ ଯାଉଛି  ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ 

Sunil Chandra Nayak

ବିଶ୍ଵ କବିତା ଦିବସ

Sunil Chandra Nayak

ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!