ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣି ବନ୍ଦ ଯୋଗୁଁ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ବିରୋଧ

ତାଳଚେର,/ ଆର୍ତ୍ତତ୍ରାଣ ପାଣି /: ତାଳଚେର ଖଣି ଅଞ୍ଚଳର ବିଭିନ୍ନ କୋଇଲା ଖଣି ରେ କୋଇଲା ଉତ୍ତୋଳନ ଏବଂ ପରିବହନ କାର୍ଯ୍ୟ ବନ୍ଦ ଥିବାରୁ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ସଭାପତି ମନୋଜ କୁମାର ପ୍ରଧାନ ସିଧା ସଳଖ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ତାଙ୍କ ସହଯୋଗୀଙ୍କୁ ଦାୟୀ କରି ଉପ-ଜିଲ୍ଲାପାଳ, ତାଳଚେରଙ୍କ ଅଫିସ ପ୍ରାଙ୍ଗଣରେ ନିଜ ଶ୍ରମିକ ସହଯୋଗୀଙ୍କୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖଣି କାର୍ଯ୍ୟକୁ ତୁରନ୍ତ ଚାଲୁକରିବାକୁ ଏକ ଦାବୀପତ୍ର ଦେଇଥବା ଜଣାଯାଏ l ଖଣି ବନ୍ଦ ଯୋଗୁଁ ଅନେକ ଶ୍ରମିକ ପରିବାର ନିଜର ପ୍ରାପ୍ୟ ହରେଇବା ସହ ତାଳଚେର ରାଜକୋଷ ଉପରେ ଏହାର ସିଧା ସଳଖ ପ୍ରଭାବ ପଡୁଛି ବୋଲି ଅଭିଯୋଗ କରିଛନ୍ତି l ଏହି ବନ୍ଦ ସମୟର ଶ୍ରମିକଙ୍କ ପାଉଣା ଓ ଶ୍ରମିକଙ୍କ ପରିବାର ର ଭରଣ ପୋଷଣ ଦାଇତ୍ତ୍ୱ ବିଧାୟକ ନେବେ କି ବୋଲି ପ୍ରଶ୍ନ କରିଥିବା ଜଣାଯାଏ।

Related posts

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ ହେଲା ମିଶନ ହସ୍ପିଟାଲ

Sunil Chandra Nayak

ରଥ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ଆଦର୍ଶ ପାଠାଗାରରେ ଓଡିଆ ନବବର୍ଷ ଓ ବିଷୁବ ମିଳନ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!