ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇ ଥାନା! ପେଟ୍ରୋଲ ପମ୍ପ ନିକଟରେ ଟ୍ରଲର ଧକ୍କାରେ ହେଲପର ମୃତ୍ୟୁ 

  ମୟୂରଭଞ୍ଜ ୨୮/୧୧/୨୨(ମସିହା) – ମୃତ୍ୟୁ କେତେବେଳେ ଆସିବ କେମିତି ଆସିବ କେହି କହି ପାରିବେ ନାହିଁ । ଗାଡ଼ି ମାଲିକର ବଫାଦରି ହେଲପର ଲକ୍ଷ ଲକ୍ଷ ଟଙ୍କାର ଗାଡି ତଦାରଖ କରୁଥିବା ସମୟରେ ସେହି ମାଲିକର ଅନ୍ୟ ଏକ ଗାଡ଼ି ଆସି ତାର ଜୀବନ ନେଇଗଲା ।ସତେ ଯେପରି ଯମ ଅନୁପକୁ ଢ଼ାବା ନିକଟରେ ଜଗି ରହିଥିଲା । ଏପରି ଏକ ହୃଦୟାବିଦାରକ ଦୁଃଖଦ ଘଟଣା ଘଟିଛି ବିଶୋଇ ଥାନା ନିକଟସ୍ଥ ଏକ ଢ଼ାବା ସମ୍ମୁଖରେ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ସ୍ଥିତ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ନିକଟସ୍ଥ ଢ଼ାବା ସମ୍ମୁଖରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ନିରୀହ ହେଲଫର ର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ମୁତାବକ କୋଲକତା ଠାରୁ ଗୋଟିଏ ମାଲିକଙ୍କ ଚାରୋଟି ଟ୍ରଲର ଗାଡ଼ି ରାଇଗଡର ଚାପା ଅଭିମୁଖେ ଯାଉଥିବା ସମୟରେ ବିଶୋଇ ଠାରେ ଖାଇବା ପାଇଁ NH49 କଡ଼ରେ NL O1D 9032 ନମ୍ବର ବିଶିଷ୍ଟ ଗୋଟିଏ ଗାଡ଼ି ଛିଡ଼ା ହୋଇଥିଲା। ଖାଇ ସାରି ଉକ୍ତ ଗାଡ଼ିର ହେଲପର ଅନୁପ ଲାଲ୍ ମଣ୍ଡଳ(୨୪) ଗାଡ଼ିର ଚକ ଓ ଯନ୍ତ୍ରାଂଶ ଦେଖୁଥିବା ସମୟରେ ସେହି ମାଲିକ ର ଆଉ ଏକ ଟ୍ରଲର ଗାଡ଼ି NL 01K 2329 ନମ୍ବର ର ପଛପଟୁ ଆସି ଉକ୍ତ ଗାଡିକୁ ଧକ୍କା ଦେବା ଫଳରେ ହେଲପର ଅନୁପଙ୍କ ଉପରେ ଚଢ଼ି ଯାଇଥିଲା ।ସେଠାରେ ହିଁ ଅନୁପ ପେଶି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ଅନୁପର ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଟ୍ରଲରକୁ ଜବତ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ପୋଲିସ ଏକ ମାମଲା ରୁଜୁ କରି ଶବର ବ୍ୟବଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ମେଡିକାଲରେ ରୋଗୀ ମାନଙ୍କ ସ୍ୱାସ୍ଥ୍ୟସେବାର ସ୍ଥିତ ପରଖିଲେ ସନ୍ତୋଷ ଖଟୁଆ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort