ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁକୁଡ଼ା ଗାଲି ଚଢ଼ାଉ :ଏଗାର ଗିରଫ ,ଗୋଟିଏ କୁକୁଡ଼ା ଓ 6ଟି ଖୁୁଡୁଖୁଡ଼ି ପାଲି ଜବତ

ତେନ୍ତୁଳିଖୁଣ୍ଟି ୦୮/୧୨/୨୨ -ନବରଙ୍ଗପୁର ଏସ ପି ଏସ ସୁଶ୍ରୀ ଙ୍କ ନିର୍ଦ୍ଦେଶ ରେ ତେନ୍ତୁଳିଖୁଣ୍ଟି ପୋଲିସ କୁକୁଡ଼ା ଗାଲି ସ୍ଥାନ କୁ ଚିହ୍ନଟ କରି ଚଢାଉ ଜାରି ରଖିଥିଲା। ଗତକାଲି ତେନ୍ତୁଳିଖୁଣ୍ଟି ଆଇ ଆଇ ସି ଟଙ୍କ ଗିରି ଭୋଇ ଙ୍କ ନେତୃତ୍ୱରେ ଏକ ଟିମ କୁସୁମୀ ଗ୍ରାମରେ କୁକୁଡ଼ା ଗାଲି ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲେ । ଏଗାର ଜଣ କୁ ଗିରଫ କରିଥିଲା। କୁକୁଡ଼ା ଗାଲି ସ୍ଥାନରୁ ଛଅ ସେଟ ଗୁଡୁ ଗୁଡି ପାଲି ଜବତ କରିବା ସହ ଗାଲି ରେ ଗୋଟିଏ କୁକୁଡ଼ା ଜବତ କରିଛି। କେଶ ନମ୍ବର 219 ରେ ମୋକଦ୍ଦମା ରୁଜୁ କରିଛି। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳ ଚଢ଼ାଉ ଭଳି କଳାହାଣ୍ଡି ଜିଲ୍ଲା ର ନବରଙ୍ଗପୁର ଜିଲ୍ଲା କୁ ଲାଗିଥିବା ଅଭ୍ୟନ୍ତର ଇଲାକାରେ ମଧ୍ୟ କୁକୁଡ଼ା ଗାଲି ଚଢ଼ାଉ କରିବା ଅଵଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଉଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଛାତ୍ର ଜନତା ଦଳ ତରଫରୁ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜଳ ସେବା ଶିବିର ଆରମ୍ଭ

Sunil Chandra Nayak

ଝାଡାବାନ୍ତି ରେ ମ୍ରୁତକ ପରିବାର କୁ ଭେଟିଲେ ସାଂସଦ

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

Sunil Chandra Nayak

Leave a Comment

error: Content is protected !!