ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ଇଂଲିଶ ସ୍କୁଲ ରେ ବିଜ୍ଞାନ ମେଳା

ଜୁନାଗଡ଼,୧୦/୧୨(ମ ନି ସ) ଜୁନାଗଡ଼ ସହରସ୍ଥିତ ଜୁନାଗଡ଼ ଇଂଲିଶ ସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସ୍କୁଲର ନିର୍ଦ୍ଦେଶକ ମାଇକେଲ ଜନ ଉଦଘାଟନ କରିଥିଲେ । ଏଥିରେ ୬୮ ଟି ବିଜ୍ଞାନ ପ୍ରକଳ୍ପ, ୫୦ ଟି ଶିଳ୍ପ କଳା ଓ ୫ଟି ଇଂରାଜୀ, ଓଡ଼ିଆ ଓ ହିନ୍ଦୀ ଭାଷାରେ ସାହିତ୍ୟ ଲେଖନୀ ହୋଇଥିଲା । ଏଥିରେ ଶିକ୍ଷକ ସୁଧାଂଶୁ ଶେଖର ପାତ୍ର, ବିଭୁତି ଭୂଷଣ ଦଣ୍ଡସେନା, କ୍ଷମା ସାଗର ବଗର୍ତ୍ତି, ଭାଗିରଥି ସାଗର, ଦିନେଶ ବାଗ, ସୁଜାତା ବରାଡ଼, ଏ.କେ ଆନ୍ଥୋନି, ନିମ୍ମି ରାଫେଲ, ଲକ୍ଷ୍ମୀ ନାରାୟଣ ସାହୁ, ମନୋରମା ଦୁରିଆ, ,ରଞ୍ଜିତା ପାଢ଼ୀ, ଦୁର୍ଗାପ୍ରସାଦ ଦାଶ, ସ୍ମୃତି ରୋଜାଲିନ ମୁଣ୍ଡ, ପ୍ରତିଭା ଦାଶ ,ଶିବନୀ ଧଙ୍ଗଡାମାଝୀ, କୃଷ୍ଣା ଚଲାନ ପ୍ରମୁଖ ଜଜ ଭୂମିକା ତୁଲାଇଥିଲେ । ସ୍ମୃତି ରଞ୍ଜନ ପଣ୍ଡା ଓ ଇପତିଶା ବିଶି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଭୀମ ଭୋଇ ସାମର୍ଥ୍ୟ ଶିବିର ୨୧୫ ଜଣଙ୍କୁ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ପୁରୁଣା ଇତିହାସକୁ ଉଜ୍ଜିବୀତ କରୁଛି ଆବିଷ୍କୃତ ପଥର ଗୁମ୍ଫା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!