ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ପାଇଖାନା ସଫାକଲେ ସରପଞ୍ଚ, ସମିତି ସଭ୍ୟା ଓ ମନ୍ତ୍ରୀଙ୍କ ପ୍ରତିନିଧି

ବାଲେଶ୍ବର, ୦୧/୬- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା ଓ ବିଧାୟକଙ୍କ ପ୍ରତିନିଧି ସଫା କଲେ ପାଇଖାନା । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପଞ୍ଚାୟତ ଅଧିନରେ ଥୁବା ପ୍ରହରାଜପୁର ୟୁଜି ୟୁପି ବିଦ୍ୟାଳୟ, ନୀଳାମ୍ବର ହାଇସ୍କୁଲ, ଗଣ୍ଡୁଆ ପ୍ରାଥମିକ ବିଦ୍ୟାଳୟ ଓ ରଫାୟତପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା ୦୧/୬/୨୨ ରିଖରେ ଗଗନଧୂଳି ପଞ୍ଚାୟତ ସରପ ମଦନ ସାନ୍ତରା, ସମିତି ସଭ୍ୟା ଗୀତାଞ୍ଜଳି ଯେନା, ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପ୍ରତିନିଧି କରୁଣା କର ଜେନା, ଅମୂଲ୍ୟ ରାଉତ, କାହ୍ନୁ ଚରଣ ପାକଳ, ମନୋଜ ରାଉତ, ମଦନ ବେହେରା, ସରୋଜ ପଣ୍ଡା, ମୂରଲୀଧର ସାହୁ, ବୁଲୁ ସାହୁ, ଶୁକୁନ ଜେନା, ଦେବାଶିଷ ପଣ୍ଡା, ଚିତରଞ୍ଜନ ପତି ପ୍ରମୁଖ ବିଦ୍ୟାଳୟର ପାଇଖାନା ସଫା କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

Sunil Chandra Nayak

ଜ୍ଞାନଲୋକ ର ସମାଜସେବା

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଅଜବ ଗଜବ

Leave a Comment

error: Content is protected !!