ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନ ନୀଳକଣ୍ଠ ପୁର ରେ ସର୍ବ କନିଷ୍ଠ ଶହୀଦ ବାଜି ରାଉତ ଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ

ଢେ଼ଙ୍କାନାଳ(ମ ନି ସ) ବାଜି ରାଉତ ସ୍ମୃତି ପରିଷଦ ଓ ଜିଲ୍ଲା ସୁଚନା ଲୋକ ସମ୍ପର୍କ ବିଭାଗ,ଢେ଼ଙ୍କାନାଳ ମିଳିତ ସହଯୋଗରେ ଅକ୍ଟୋବର ୧୧ ,୧୯୩୮ ମସିହାରେ ନୀଳକଣ୍ଠ ପୁର ଗୁଳିକାଣ୍ଡ ରେ ପ୍ରାଣ ବଳି ଦେଇଥିବା ସର୍ବ କନିଷ୍ଠ ଶହୀଦ ଙ୍କୁ ବାଜି ରାଉତ ସ୍ମୃତି ପୀଠ ଠାରେ ଗତ କାଲି ୧୦ ସମୟ ରେ ଶହୀଦ ବାଜି ରାଉତ ଙ୍କ ଶ୍ରଦ୍ଧାଞ୍ଜଳି ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ପବିତ୍ର ଦିନରେ ପ୍ରଥମେ ବ୍ରାହ୍ମଣୀ ନଦୀ ଘାଟ ରେ ସାମୁହିକ ତିଳ ତର୍ପଣ ଓ ପରେ ସାମୁହିକ ଶ୍ରଦ୍ଧା ସୁମନ ଜ୍ଞାପନ କରଯାଇଥିଲା। ଉକ୍ତ ସମାବେଶ ରେ ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମେତ ଭୂବନ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ,ଭୂବନ ଏନ୍ ଏ ସି ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ,ମହୁଲ ପାଳ ଗ୍ରାମ ପଞ୍ଚାୟତ ର ସରପଂଚ ଲିପ୍ସା ରାଉତ ତଥା ବହୁ, ସାମ୍ୱାଦିକ, ବୁଦ୍ଧିଜୀବୀ, ଜନସାଧାରଣ ଯୋଗ ଦେଇଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

ମହାଭାରତ ଆୟୋଜନ ପାଇଁ କୁମ୍ଭାରୀ ଗ୍ରାମରେ ଭୂମି ପୂଜନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!