ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ପ୍ରତିଭା ଭାବରେ ରମାକାନ୍ତ ସିଂହ ସାହାଣୀ ସମ୍ଭର୍ଦ୍ଧିତ

ଉତ୍କେଲା,୧୧/୧୨,ନିପ୍ର:କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଶାନ୍ତିବନ ଠାରେ ଆୟୋଜିତ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବରେ କେସିଙ୍ଗା ବ୍ଲକର ଉଦୟମାନ ଯୁବ ପ୍ରତିଭା ଶ୍ରୀ ରମାକାନ୍ତ ସିଂହ ସାହାଣୀ କଳା ଏବଂ ସାହିତ୍ୟ କ୍ଷେତ୍ରରେ ସମ୍ଭର୍ଦ୍ଧିତ ହୋଇଛନ୍ତି l ଅନୁଷ୍ଠାନର ସଭାପତି ନରେଶ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅଥିତି ଭାବରେ ଶ୍ରୀ ଚିତ୍ତରଞ୍ଜନ ମଣ୍ଡଳ ସମ୍ମାନୀତ ଅତିଥି ଭାବରେ ବିଜେପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ରାମପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶୈଳେଦ୍ର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ l ବର୍ତ୍ତମାନ ଶ୍ରୀ ସାହାଣୀ ମହୋଦୟ ଖଡିଆର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟରତ l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ଶୈଳଙ୍କୁ କଳାହାଣ୍ଡି ଶିକ୍ଷାଜୋନ୍ ଶିକ୍ଷକ ପୁରସ୍କାର ୨୦୨୨ ପ୍ରାପ୍ତ

Sunil Chandra Nayak

ବ୍ଳକ ସ୍ତରୁୟ ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!