ସାହିତ୍ୟ ଅଗଣାଡୁଇଟ ଡେଭିଡ ଫୀଳିପ ଙ୍କ କବିତା//ମୋ ଯିଶୁ // by Sunil Chandra NayakDecember 25, 20220187 Share0 l l ମୋ ଯିଶୁ l l ମୋ ଯିଶୁ, ମୋ ହୃଦୟରେ ସେ ଶିଶୁ, ବାହାରକୁ ପଛେ ନଦିଶୁ, ପ୍ରଚାର କଲେ, ମୋ ପାଇଁ ସେ ଆଉ ଥରେ କୃଷରେ ନ ଚଢ଼ନ୍ତୁ! ସକାଳ ହେଲେ ସମସ୍ତଙ୍କୁ ଦରକାର ତାରିଖ, ଯୀଶୁଙ୍କ ବୟସ ତାହା, ଖ୍ରୀଷ୍ଟିଆନ ହୋଇବି ଜାଣୁନ! ପ୍ରଚାର ଦରକାର ନାହିଁ ଜନ୍ମର, ଜନ୍ମର ପ୍ରଚାର ନିଜେ କରୁଛି ଇତିହାସ, ମୋ ଯିଶୁ, ମୋ ହୃଦୟରେ ସିନା ଶିଶୁ, କୃଷ ପଚାରୁଛି, ମୋତେ ତୁ କେବେ ଜନ୍ମ ଦେବୁ କହୁନୁ, ତେବେ ବିଦ୍ରୋହ ଛାଡ଼ି, ଜନ୍ମ ପର୍ବ ପାଳନ କରିବେ ଜମା ହୋଇ ସବୁ। ଡୁଇଟ ଡେଭିଡ ଫୀଳିପ ଚାଇବାସା, ଝାଡ଼ଖଣ୍ଡ