ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା  l l l ହେ ଯୀଶୁ l l l

 l l l ହେ ଯୀଶୁ l l l

ସୁରେଶ ଚନ୍ଦ୍ର ପାଢୀ

ପ୍ରଭୁ ଯୀଶୁ ତୁମେ ନେଇ ଥିଲ ଅବତାର
ମେରୀ ହୋଇ ଥିଲେ ମାତା ତୁମର
ତୁମେ ଜଗତ କୁ ଜ୍ଞାନ ଦେଇ ଥିଲ
ବାଇବେଲ ଗ୍ରନ୍ଥ କୁ ତୁମେ ହିଁ ରଚିଲ
ତୁମ ପାଇଁ ଏକ ଧର୍ମ ହୋଇଲା
ଖ୍ରୀଷ୍ଟ ଧର୍ମ ଜଗତେ ରହିଲା
କେତେ ସୁନ୍ଦର ତୁମେ ଜ୍ଞାନ ଦେଲ
ଜଗତ କୁ ତୁମେ ଆଲୋକ ଦେଖାଇଲ
ସବୁ ଚର୍ଚ ରେ ତୁମେ ହିଁ ରହିଲ
ତୁମେ ରାହା ସାହା ହୋଇଲ
ସବୁ ଦୁଃଖ କଷ୍ଟ କୁ ସହି ଗଲ 
କ୍ଷମା କରୁଣା ର ମୁର୍ତ୍ତି ତୁମେ ହୋଇଲ

ବୁଗୁଡ଼ା, ଗଞ୍ଜାମ 

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା// ସ୍ୱାଗତମ ନବବର୍ଷ

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // ଭଗ୍ନ ସ୍ୱପ୍ନର ସହରରେ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ଶ୍ରମିକ

Leave a Comment

error: Content is protected !!