ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ

ଢେ଼ଙ୍କାନାଳ(ମ ସୀ ହା)୩୧/୧୨//ଆଜି ୫୫ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକ ସ୍ଥିତ ଲିଙ୍ଗରାନଦୀ ଓଭରବ୍ରିଜ ଉପରେ ବାଲିମି ଥାନା ଅନ୍ତର୍ଗତ ବେରୁଆଁପାଳ ଗ୍ରାମର ପଞ୍ଚାନନ ବେହେରାଙ୍କ ସାନପୁଅ ମାନସ ବେହେରାଙ୍କ ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତଘଟିଛି । ଉତ୍ତ୍ୟକ୍ତ ଲୋକେ ଏଥି ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ସହିଦ୍ ମନୋଜ କୁମାର ସ୍ବାଇଁ ଙ୍କୁ ଶ୍ରଦ୍ଧାଞ୍ଜଳି 

masiha

ଆସ୍ଥା ଓ ବିଶ୍ୱାସର ପୀଠ ସିନାପାଲି ଶିବ ମନ୍ଦିର- , ମନ୍ଦିର ପ୍ରତିଷ୍ଠା ପରେ ଅଂଚଳରେ ଖୁସିର ମାହୋଲ 

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

Leave a Comment

error: Content is protected !!