ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ

ଢେ଼ଙ୍କାନାଳ(ମ ସୀ ହା)୩୧/୧୨//ଆଜି ୫୫ନମ୍ବର ଜାତୀୟ ରାଜପଥ ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକ ସ୍ଥିତ ଲିଙ୍ଗରାନଦୀ ଓଭରବ୍ରିଜ ଉପରେ ବାଲିମି ଥାନା ଅନ୍ତର୍ଗତ ବେରୁଆଁପାଳ ଗ୍ରାମର ପଞ୍ଚାନନ ବେହେରାଙ୍କ ସାନପୁଅ ମାନସ ବେହେରାଙ୍କ ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତଘଟିଛି । ଉତ୍ତ୍ୟକ୍ତ ଲୋକେ ଏଥି ପାଇଁ ଜାତୀୟ ରାଜପଥ ଅବରୋଧ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୯ ଟି ଅଭିଯୋଗର ଶୁଣାଣି

ଆଞ୍ଚଳିକ ଓଡିଶା ଇତିହାସ କଂଗ୍ରେସ ଅଧିବେଶନ:୨୦୨୩ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!