ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

ଢେ଼ଙ୍କାନାଳ(ମ ସୀ ହା)୦୩/୦୧_ଢେ଼ଙ୍କାନାଳ କଣ୍ଟାନାଳି ବାଇପାସ୍ ନିକଟସ୍ଥ ହିମାଳୟ କିନ୍ନର ବସ୍ତି ରେ ପାଳିତ ହେଉଛି ବହୁ ଚରାମାତା ପୁଜା l ନିକ ର ଇଷ୍ଟଦେବୀ ଭାବେ କିନ୍ନର ମାନେ ବହୁ ଚାରା ମାତା ଙ୍କୁ ପୁଜା କରିଥାନ୍ତି l ଏହି ଦିନ ସକାଳୁ ବସ୍ଥି ରେ କିନ୍ନର ସମୂହ ନିଜ ନିତ୍ୟ କର୍ମ ସାରି ନୂତନ ବସ୍ତ୍ର ପୁଜା କରିଥାନ୍ତି l ପରେ ପରେ ଇଷ୍ଟଦେବୀ ଙ୍କୁ ମନ୍ଦାର ଫୁଲ ମାକ ଓ ଲେମ୍ବୁ ମାଳ, ସାତ ପ୍ରକାରର ପିଠା ଓ ସାତ ପ୍ରକାରର ଫଳ ଅର୍ପଣ କରିଥାନ୍ତି l କିନ୍ନର ମାନେ ଏହି ଦିନ କଏନ୍ ପଇସା ଆଦାୟ କରି ମାଆଙ୍କ ନିକଟ ରେ ସମର୍ପି ଦେଇଥାନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ରିପୋର୍ଟ୍

Related posts

ଠିକା କାମ କୁ ନେଇ ପ୍ରକଳ୍ପ ପ୍ରଶାସନ ର ବ୍ୟବସାୟ । ଆୱାର୍ଡ କାମ ନାମ ରେ ହାତାହାତି ବଣ୍ଟା ଚାଲିଛି କାର୍ଯ୍ୟ । ଟେଣ୍ଡର ପ୍ରକ୍ରିୟା କରି କାର୍ଯ୍ୟ ବଣ୍ଟନ ପାଇଁ ଦାବି

masiha

ଆଦିବାସୀ ଅଧ୍ୟୁଷିତ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ. ରାଜ୍ୟସଭା ସାଂସଦ ଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଙ୍କ ଚିଠି

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ

masiha

Leave a Comment

error: Content is protected !!