ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

ଢେ଼ଙ୍କାନାଳ(ମ ସୀ ହା)୦୩/୦୧_ଢେ଼ଙ୍କାନାଳ କଣ୍ଟାନାଳି ବାଇପାସ୍ ନିକଟସ୍ଥ ହିମାଳୟ କିନ୍ନର ବସ୍ତି ରେ ପାଳିତ ହେଉଛି ବହୁ ଚରାମାତା ପୁଜା l ନିକ ର ଇଷ୍ଟଦେବୀ ଭାବେ କିନ୍ନର ମାନେ ବହୁ ଚାରା ମାତା ଙ୍କୁ ପୁଜା କରିଥାନ୍ତି l ଏହି ଦିନ ସକାଳୁ ବସ୍ଥି ରେ କିନ୍ନର ସମୂହ ନିଜ ନିତ୍ୟ କର୍ମ ସାରି ନୂତନ ବସ୍ତ୍ର ପୁଜା କରିଥାନ୍ତି l ପରେ ପରେ ଇଷ୍ଟଦେବୀ ଙ୍କୁ ମନ୍ଦାର ଫୁଲ ମାକ ଓ ଲେମ୍ବୁ ମାଳ, ସାତ ପ୍ରକାରର ପିଠା ଓ ସାତ ପ୍ରକାରର ଫଳ ଅର୍ପଣ କରିଥାନ୍ତି l କିନ୍ନର ମାନେ ଏହି ଦିନ କଏନ୍ ପଇସା ଆଦାୟ କରି ମାଆଙ୍କ ନିକଟ ରେ ସମର୍ପି ଦେଇଥାନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ରିପୋର୍ଟ୍

Related posts

ବିନା ଅଡିଟରେ ଚାଲିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା

Sunil Chandra Nayak

ଚଇତି -୨୦୨୪,ପରିବହନ ଓ ରହଣି ଥଇଥାନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ମାତୃ ଦିବସ ରେ ‘ସମର୍ପଣ’ ପକ୍ଷରୁ ୩୦ ମହିଳା ଙ୍କୁ ନୂତନ ବସ୍ତ୍ର ପ୍ରଦାନ

masiha

Leave a Comment

error: Content is protected !!