ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ ଙ୍କ ଦ୍ଵାରା କେନାଲ ରାସ୍ତା ର ଭିତ୍ତପ୍ରସ୍ତର ସ୍ଥାପନ

କାମାକ୍ଷାନଗର(ମ ନି ସ)୦୪/୦୧_ ଗତ କାଲି ମଙ୍ଗଳବାର ସକାଳ ୧୧ ଘଟିକା ସମୟରେ ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ରେଙ୍ଗାଳି କେନାଲ ଠାରୁ ବଡ଼ଝରା ପର୍ଯ୍ୟନ୍ତ ରେଙ୍ଗାଳି ବାମପାର୍ଶ୍ଵ ମୁଖ୍ୟ କେନାଲ ରାସ୍ତା ୨୦.୬୦୦ କି.ମି ୨୯.୧୭୭ କି.ମି ରାସ୍ତାର ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନର ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ସମ୍ମାନିତ ଅତିଥି ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ ଦ୍ଵାରା କରାଗଲା,ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ,ଠିକାଦାର,ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କ ସହ ଜନ ସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ ।

ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କୋଇଡାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

masiha

ଜୁନରେ ଶୁଖାଇଲା – ଜୁଲାଇକୁ ଭରଷା

ନୂତନ ଥାନାଧିକାରୀଙ୍କୁ ଭେଟିଲେ କଲମପୁର ବିଜେପି ପ୍ରତିନିଧି ମଣ୍ଡଳୀ

Sunil Chandra Nayak

Leave a Comment

error: Content is protected !!