ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିର୍ତ୍ତୋଲ ଏସ.ଡି.ପି.ଓ, ଏବଂ ଅବକାରୀ ଅଫିସରଙ୍କୁ ନବବର୍ଷର ସୁଭେତ୍ସା

ତିର୍ତ୍ତୋଲ :-05/01/23/ ନବବର୍ଷର ଶୁଭ ଅଭିନନ୍ଦନର ମାହୋଲ ଏପର୍ଯ୍ୟନ୍ତ କମି ନାହିଁ ! ଜାନୁଆରୀ ମାସ ତମାମ ବୋଧେ ଅଭିନନ୍ଦନ ର ମାସ ହୋଇ ରହିବ ! ଆଜି ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତି ଜଗତସିଂହପୁର,ତିର୍ତ୍ତୋଲ ଏସ. ଡି. ପି. ଓ. ପ୍ରଶାନ୍ତ କୁମାର ମାଝୀ ଏବଂ ଅବକାରୀ ଅଫିସର ଶୁଭେନ୍ଦୁ କୁମାର ପୁହାଣ ଓ ବଳରାମ ଦାଶ ଙ୍କୁ ପୁଷ୍ପ ଗୁଚ୍ଛସହିତ ଉପଢୌକନ ଦେଇ ସୁଭେତ୍ସା ଜଣାଇଥିଲେ ! ସାମାଜିକ ସମ୍ପର୍କ ସ୍ଥାପନ ଓ ଭାଇଚାରା କୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବେ ବଳବତ୍ତର ରଖିବାର ପ୍ରୟାସ ହେଉଛି ନବ ବର୍ଷର ଉଭେତ୍ସା ବାର୍ତ୍ତା !ସାମ୍ବାଦିକ ସୁରକ୍ଷା ସମିତିର ଉପଦେଷ୍ଟା ରମାକାନ୍ତ ରାଉଳ, ସଭାପତି ଶରତ କୁମାର ଦାଶ, ସମ୍ପାଦକ ମହମ୍ମଦ ସାକିର ଅଲ୍ଲୀ ସହ ସମ୍ପାଦକ ଭାଗବତ ପ୍ରସାଦ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ,ମିଡ଼ିଆ ସଂଯୋଜକ ସୁଶାନ୍ତ କୁମାର ମଲ୍ଲିକ, ଓ କୈଳାସ ବେହେରା ଆଦି ସୁଭେତ୍ସା ସମାରୋହରେ ଯୋଗଦେଇଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

କଲେଜ ଛାତ୍ର ଛାତ୍ରୀ ଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

masiha

କୋକସରା ବ୍ଲକ ଆତ୍ମା ପକ୍ଷରୁ କୃଷକ ଗୋଷ୍ଠିଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!