ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସାହିତ୍ୟିକ ମନୋରଂଜନ ନନ୍ଦ ଆଉ ନାହାନ୍ତି

ଢେ଼ଙ୍କାନାଳ(ମ ସୀ ହା) ୦୯/୦୧_ମନୋରଞ୍ଜନ ନନ୍ଦ ଆଉ ନାହାନ୍ତି, ଆଜି ସନ୍ଧ୍ୟା ୦୭.୦୫ ମିନିଟ୍ ରେ ହୃଦଘାତ ରେ ଇହଲୀଳା ସମ୍ବରଣ କରିଛନ୍ତି l ଓଡ଼ିଆ ସାହିତ୍ୟ ତଥା ଢେଙ୍କାନାଳ ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି, ତାଙ୍କ ସ୍ଥାନ କେଜାଣି କିଏ ପୂରଣ କରିପାରିବ l

ଅନେକ ଲୋକଙ୍କର ଅନେକ କଥା କୁ ହୃଦୟ ରେ ଧରି ହସି ହସି ଯାଇଥାନ୍ତି, ଛାତ୍ର ନେତା ଭାବେ ବନ୍ଦୀ ହୋଇ ଜୀବନଯାପନ କରିଛନ୍ତି, 30 ରୁ ଉର୍ଦ୍ଧ ବର୍ଷ ଧରି ବିଭାବନା ର ସମ୍ପାଦକ ଭାବେ, ସାହିତ୍ୟ ଏକାଡେମୀ ର ସଦସ୍ୟ ତଥା ଅନେକ ଅନୁଷ୍ଠାନ ସହ ସମ୍ପୃକ୍ତ ଥିଲେ l ୫ଦଶନ୍ଧି ରୁ ଉର୍ଦ୍ଧ୍ୱ ସମୟ ଧରି ଓଡ଼ିଆ ସାହିତ୍ୟର ସେବା କରିଛନ୍ତି, ସ୍ରୁଷ୍ଟି କରିଛନ୍ତି ଅନେକ ସାହିତ୍ୟିକ l  ଓଡ଼ିଆ ସାହିତ୍ୟ ହିଁ ତାଙ୍କ ଜୀବନ l ଭଗବାନ ଏଭଳି ଆତ୍ମା ଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ସ୍ଵେଚ୍ଛାସେବିଙ୍କୁ ପ୍ରଶିକ୍ଷଣ ଶିବିର

Sunil Chandra Nayak

REVENUE INSPECTOR OF KALOSIHIRA CIRCLE UNDER KUARMUNDA TAHASIL, DIST-SUNDARAGADA NABBED BY ODISHA VIGILANCE WHILE TAKING BRIBE FOR ISSUANCE OF LAND DEMARCATION REPORT

Sunil Chandra Nayak

Leave a Comment

error: Content is protected !!