ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ : ୧୫ରୁ କଟିବ ଚାଲାଣ

ଏଣିକି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଏଚଏସଆରପି ନଥିଲେ ଜାନୁଆରୀ ୧୫ରୁ କଟିବ ଚାଲାଣ । ତେବେ କେଉଁ କେଉଁ ଗାଡି ନମ୍ବର ପାଇଁ ଜାନୁଆରୀ ୧୫ ତାରିଖରୁ ଚାଲାଣ କଟିବ ବୋଲି ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଶେଷ ନମ୍ବର ୧ରୁ ୬ ଥିବା ଗାଡିର ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ନଥିଲେ ଆସନ୍ତା ୧୫ତାରିଖରୁ ଚାଲାଣ କଟିବା ଆରମ୍ଭ ହେବ । ସେହିଭଳି ଜାନୁଆରୀ ୩୧ରେ ସରୁଛି ଶେଷ ନମ୍ବର ୭ରୁ ୮ ଥିବା ଗାଡିର ଅବଧି । ଫେବୃଆରୀ ୨୮ରେ ସରୁଛି ଶେଷ ନମ୍ବର ୯ ଓ ୦ର ଅବଧି । ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କରାଇନାହାନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ । ନଚେତ୍ ଟ୍ରାଫିକରେ ଧରା ପଡିଲେ ମୋଟା ଅଙ୍କ ତଣ୍ଡ ଗଣିବାକୁ ପଡିପାରେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଗ୍ରନ୍ଥାଗାର ଓ ନୂତନ ଶୈକ୍ଷିକ ବ୍ଲକର ଉଦଘାଟନ 

Sunil Chandra Nayak

୧୫ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର, ତୃତୀୟଲିଙ୍ଗୀ ସନ୍ତାନଙ୍କୁ ମିଳିବ ପରିବାର ପେନସନ

Sunil Chandra Nayak

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Leave a Comment

error: Content is protected !!