ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜଙ୍କ ଯୋଗଦାନ

ମୟୂରଭଞ୍ଜ -୧୨/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜ ଯୋଗଦାନ କରିଛନ୍ତି । ୨୦୧୬ ରୁ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନାରେ ଯୋଗଦାନ, ପରେ ବାରିପଦା ସଦର ଏବଂ ପରେ ଖୁଣ୍ଟା ଥାନାରେ ଥିଲେ । ସେ ଉକ୍ତ ଥାନାରେ ଦକ୍ଷତାର ସହ ଦାୟିତ୍ଵ ନିଭାଇଥିଲେ । ରାଇରଙ୍ଗପୁରରେ ଶାନ୍ତି ଶୃଙ୍ଖଳା ,ବୃଦ୍ଧ,ମହିଳା, ଏବଂ ଶୀଶୁ ମାନଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକ ଭାବେ ଗୁରୁତ୍ଵ ଦେବାସହ ,ନିଶା ଵେପାର,ଜୁଆଡି, ଅସାମାଜିକ ବ୍ୟକ୍ତି,ଟ୍ରାଫିକ ସମସ୍ୟା ଉପରେ କଡା ନଜର ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

Sunil Chandra Nayak

ଧର୍ମଗଡ଼ ଓକିଲ ସଂଘ ତରଫରୁ ହାଇକୋର୍ଟ ମାନ୍ୟବର ବିଚାରପତିଙ୍କୁ ସମ୍ବର୍ଦ୍ଧନା 

masiha

ବାଲ୍ୟ ବିବାହ ପ୍ରଥା ଦୂରୀକରଣ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!