ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜଙ୍କ ଯୋଗଦାନ

ମୟୂରଭଞ୍ଜ -୧୨/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନାରେ ନୂତନ ଥାନାଧିକାରିଣୀ ଭାବେ ସ୍ବର୍ଣ୍ଣଲତା ମିଞ୍ଜ ଯୋଗଦାନ କରିଛନ୍ତି । ୨୦୧୬ ରୁ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନାରେ ଯୋଗଦାନ, ପରେ ବାରିପଦା ସଦର ଏବଂ ପରେ ଖୁଣ୍ଟା ଥାନାରେ ଥିଲେ । ସେ ଉକ୍ତ ଥାନାରେ ଦକ୍ଷତାର ସହ ଦାୟିତ୍ଵ ନିଭାଇଥିଲେ । ରାଇରଙ୍ଗପୁରରେ ଶାନ୍ତି ଶୃଙ୍ଖଳା ,ବୃଦ୍ଧ,ମହିଳା, ଏବଂ ଶୀଶୁ ମାନଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକ ଭାବେ ଗୁରୁତ୍ଵ ଦେବାସହ ,ନିଶା ଵେପାର,ଜୁଆଡି, ଅସାମାଜିକ ବ୍ୟକ୍ତି,ଟ୍ରାଫିକ ସମସ୍ୟା ଉପରେ କଡା ନଜର ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ 

masiha

ମାଣିକପୁର ଗାଁ ରେ ମାଛଖିଆ କାର୍ଯ୍ୟକ୍ରମ /ଲାଗେନେ ଏନେଜ ରେ ମାଣିକପୁର ଗାଁ ଦୁଲକିଲା

masiha

ନୂତନ ବନାଞ୍ଚଳ ଅଧିକାରୀ ଭାବେ କାମେଶ୍ବର ଆଚାରୀ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

Leave a Comment

error: Content is protected !!