ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ଓ ସ୍କୁଟି ଧକ୍କା ,୩ ଗୁରୁତର

ଜୁନାଗଡ଼୧୩/୧ ( ମ ନି ସ) -କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଭବାନୀପାଟଣା ଏନ ଏଚ୨୬ଜାରିଂ ନିକଟରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇ ଚିକିତ୍ସା ଧୀନ ଅଛନ୍ତି l ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ରାଜପଥ୨୬ଜାରିଂ ନିକଟରେ ବାଇକ ନଂ ଓ ଆର 0୮ଜି ୬୬୬୦ଏବଂ ସ୍କୁଟି ନଂ ଓଡ଼ି0୮ପି୫୪୦୭ ମଧ୍ୟରେ ଧକ୍କା ହୋଇଥିଲା l ଫଳରେ ଆରୋହି ମାନେ ଗାଡି ରୁ ଛିକିଟି ରାସ୍ତାରେ ପଡିଥିଲେ l ସୂଚନା ପାଇ ସ୍ଥାନୀୟ ଅଗ୍ନ୍ୟାଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଜୁନାଗଡ଼ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭବାନୀ ପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ କୁ ସ୍ଥାନାନ୍ତର କରାଯାଇଥିଲା l ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଭବାନୀ ପାଟଣା ସଦର ଥାନା ଅନ୍ତର୍ଗତ ଅଡ଼ସ୍ତରl ଗ୍ରାମ ର କବର ମାଝୀ ଓ ବିକ୍ରମ ମାଝୀ ବୋଲି ଜଣା ପଡ଼ିଛି l ଏ ସଂକ୍ରାନ୍ତରେ ଜୁନାଗଡ଼ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳେଇଥିବା ଜଣା ପଡ଼ିଛି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଜିଆରଏସ୍ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କ ବଦଳୀକୁ ନେଇ ବିଡ଼ିଓଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ଶିଆଳି ଖଲି ହାଇଦ୍ରାବାଦ ରେ ଚାହିଦା 

masiha

ବାଲ୍ମିକୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!