ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ ପରିବାର ପକ୍ଷରୁ ବନ୍ଧୁ ମିଳନ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ତିଖାଲି ଡ୍ଯାମ ଠାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପରିବାରର ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁମିଳନ କାର୍ଯ୍ଯକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ  ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅନ୍ୟତମ ଅତିଥି ଭାବରେ ଖଡ଼ିଆଳ ନଗରପାଳ ଅଧ୍ୟକ୍ଷ ଉଜ୍ଜ୍ବଳ ଗୁପ୍ତା , ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ , ପିସିସି ସଭ୍ଯ ଫାରୁଖ ମହମ୍ମଦ, ଲିଙ୍ଗରାଜ ଭିଘେଲା, ସନ୍ତୋଷ ମିଶ୍ର , ଯୁବ କଂଗ୍ରେସ ସଭାପତି କପିଳେନ୍ଦ୍ର ଭୋଇ , ଜିଲ୍ଲା ଅନୁସୁଚିତ ଜାତି ପ୍ରକୋଷ୍ଠ ସଭାପତି ତ୍ରିନାଥ ମହାନନ୍ଦ, ଅଳ୍ପ ସଂଖ୍ୟକ ସେଲ ସଭାପତି ସତପାଲ ସିଂ ଛାବଡା , ଓବିସି ସେଲ ସଭାପତି ହିରାଧର ମେହେର , ଖଡିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି , ବିିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ , ଖଡିଆଳ ବ୍ଲକ ସଭାପତି ଶ୍ଯାମସୁନ୍ଦର କୁଲଦୀପ , ବୋଡ଼େନ ବ୍ଲକ ସଭାପତି ହୀରାଲାଲ ମାଝୀ , ସିନାପାଲି ବ୍ଲକ ସଭାପତି ଜୟପାଳ ନାଗ ବିଧାନସଭା ମଣ୍ଡଳୀର ପାଞ୍ଚ ଶହ ରୁ ଅଧିକ ବରିଷ୍ଠ ନେତୃବୃନ୍ଦଙ୍କ ଓ କାର୍ଯ୍ଯକର୍ତ୍ତା ଯୋଗଦାନ କରିଥିଲେ ଓ ନିଜ ନିଜର ମତ ବ୍ୟକ୍ତ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଂଗ୍ରେସ ଦଳ ଏମ ପି ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଙ୍କ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଭିନ୍ନ ପଞ୍ଚାୟତରେ ମିଳିତ ପ୍ରଚାର କର୍ମୀ ସମ୍ମଳନୀ ଓ ମିଶ୍ରଣ ପର୍ବ

masiha

ତରାପୁର ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ ସାଂଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ବିଜେଡ଼ି ରେ ସାମିଲ ହେଲେ ୫ ଟି ଗାଁର ସମସ୍ତ ଗ୍ରାମବାସୀ

masiha

Leave a Comment

error: Content is protected !!