ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନସ୍ ରେ ସମ୍ବର୍ଦ୍ଧନା

ରାଉରକେଲା/ ବିଶ୍ବକପ ହକି ଟ୍ରଫି କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଉଟିକାଲ ସାଇନସ୍ ରେ ଅଞ୍ଚଳବାସୀ ଟ୍ରଫିକୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଟ୍ରଫି ଓ ମାସ୍କଟ ଓଲିକୁ ସେଠାକାର ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ନାଚ ଗୀତ ପାରମ୍ପରିକ ବାଦ୍ୟ ବଜାଇ ସ୍ବାଗତ ଜଣାଇଥିଲେ । ଏହି ଉତ୍ସବରେ ଇନଷ୍ଟିଚ୍ୟୁଟର ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଜେସନ ସମେତ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡକ୍ଟର ବିଶ୍ଵ ରଞ୍ଜନ ପଟ୍ଟନାୟକ, ଅଧ୍ୟକ୍ଷ ବିଶ୍ବ ରଞ୍ଜନ ବେହେରା, ଡାକ୍ତର ଶୁଭଶ୍ରୀ ସାହୁ, ବସନ୍ତ କୁମାର ଦାସ, ପ୍ରକାଶ କୁମାର ପଲାଇ, ମନୋଜ କୁମାର ଦଳେଇ, ମନୋଜ କୁମାର ମହାପାତ୍ର, ଡାକ୍ତର ଇତିଶ୍ରୀ ମାହାନ୍ତି, ନିଲୁରାମ ପରିଡା, ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ବିଶ୍ବକପ ହକି ଟ୍ରଫିକୁ ସ୍ବାଗତ ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ସାହିତ୍ୟିକ ମନୋରଂଜନ ନନ୍ଦ ଆଉ ନାହାନ୍ତି

Sunil Chandra Nayak

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା

masiha

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ସପ୍ତମ ଦିନ  କଲଚରାଲ ଏକାଡେମୀ ର ସାହିତ୍ୟ ସଭା

masiha

Leave a Comment

error: Content is protected !!