ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ପଲକା ରବୀନ୍ଦ୍ର କୁମାର ଯୋଗ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଙ୍ଘ ତରଫରୁ ଶ୍ରୀ ପଲକା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ମଙ୍ଗଳ ବିଭାଗର ସମସ୍ତ ବିଦ୍ୟାଳୟର ସଠିକ ପରିଚାଳନା ନିମନ୍ତେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ସଙ୍ଘର ସଭାପତି ସାଧୁରାମ ଭତ୍ରା, ସମ୍ପାଦକ ରଞ୍ଜନ କୁମାର ବେହେରା, ଉପଦେଷ୍ଟା ସୁକାନ୍ତ ସ୍ୱାଇଁ, ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ଉପସଭାପତି କାଳିକିଙ୍କର ପଟ୍ଟନାୟକ, ଶଶାଙ୍କ ତ୍ରିପାଠୀ,କୋଷାଧ୍ୟକ୍ଷ ସୁବେନ୍ଦୁ ବେହେରା, ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ପାତ୍ର,ପ୍ରଶାନ୍ତ କୁମାର ଜେନା, ଅବନୀ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ସେ ସୋନପୁର ଜିଲ୍ଲାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

କାଲୋପଲା ସରପଂଚ ଙ୍କ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଘଟଣା :କଳାହାଣ୍ଡି ଜିଲ୍ଲାପାଳ ଓ ଜୁନାଗଡ ବିଡ଼ିଓ ଙ୍କୁ ନିର୍ବାଚନ କମିଶନ ଙ୍କ ରିପୋର୍ଟ ତଲବ

masiha

ଧାନ କିଣା କାରବାର ସ୍ବଚ୍ଛତା ଓ ଶୃଙ୍ଖଳିତ ଉଦ୍ୟେଶ ନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ

masiha

ରାଇରଙ୍ଗପୁର ସମ୍ବାଦ ସାହିତ୍ୟଘରର ମାସିକ ଆସର “ଫୁଲ ସାବାରିରେ ଆସିଛି ଫଗୁଣ”

masiha

Leave a Comment

error: Content is protected !!