ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

ନବରଙ୍ଗପୁର–(ମସିହା) ନବରଙ୍ଗପୁର କଲେଜ ନିକଟରେ ମା ଶକ୍ତି ମେଲୋଡି ଦଳ ଉଦଘାଟିତ ହୋଇଯାଇଛି।ଏଥିରେ ଅତିଥି ଭାବରେ ନାଟ୍ୟ ତଥା ଫିଲ୍ମ ନିର୍ଦେଶକ ସୁରେଶ ମହାନ୍ତି, ଟେଲି ଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ, କଣ୍ଠ ଶିଳ୍ପୀ କସ୍ତୁରୀ ରଥ, ବଂଶୀ ବାଦକ ମୁରଲୀ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଟିକି ସୁନା ଓ ଅଶୋକ ମହାନ୍ତି ଯୁବ କଳାକାର ଆନନ୍ଦ ଦାସ, ଅଶୋକ ଦୀପ, ସୁରେଶ ନାଗ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ, ନୂତନ ଭାବରେ ପ୍ରସ୍ତୁତ ଉକ୍ତ ମେଲଡି ର ସମସ୍ତ ସଭ୍ୟଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ ମେଲୋଡି ର ଆବାହକ କଣ୍ଠ ଶିଳ୍ପୀ ସମର ଢାଳି ସଭାକୁ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଶିକ୍ଷୟିତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଯୋଗ। ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ଚାଷୀ ଙ୍କ ମୋଟର ଚୋରି

masiha

“ଜୁନାଗଡ଼ରେ ଶିକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ : ଶାଇନିଂ କିଡ୍ସ ୱର୍ଲ୍ଡରେ AI & Robotics Lab ଏବଂ Conference Hall ଉଦ୍ଘାଟିତ”

Sunil Chandra Nayak

Leave a Comment

error: Content is protected !!