ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର 26 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାରେ ବିଶାଳ ସମାବେଶ

ଜଗତସିଂହପୁର :- ଜଗତସିଂହପୁର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମୈଦାନରେ ପାଳିତ ହେଲା ବିଜେଡିର 26 ତମ ପ୍ରତିଷ୍ଠା ଦିବସ ! ବିଶାଳ ଶୋଭାଯାତ୍ରାରେ ଜଗତସିଂହପୁର ସହର ପରିକ୍ରମା କରିବା ସହିତ ଜିଲ୍ଲପାଳଙ୍କ ଅଫିସ ସାମ୍ନା ପଡିଆରେ ସମସ୍ତ କର୍ମୀ ମାନେ ଏକତ୍ରିତ ହୋଇ ଏକ ଆଲୋଚନା ସଭା କରାଯାଇଥିଲା ! ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ସରକାରୀ ଦଳର ମୁଖ୍ୟସଚେତକ ପ୍ରଶାନ୍ତ କୁମାର ମୁଦୁଲି ! ସମ୍ମାନିତ ଅତିଥିଭାବେ ଥିଲେ ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ସଭାପତି ପ୍ରକାଶ ବସ୍ତିଆ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପୂର୍ବତନ ସାଂସଦ କୁଳମଣି ସାମଲ, ଜଗତସିଂହପୁର ଜିଲ୍ଳାପରିଷଦ ସଭାପତି ମନୋଜ ଭୋଇ, ଜିଲ୍ଲାପରିଷଦ ସଭ୍ୟା ମମତା ପରିଡା, ଅମିତା ସ୍ୱାଇଁ ଙ୍କ ସହିତ ବହୁ ସରପଞ୍ଚ, ସମିତିସଭ୍ୟ- ସଭ୍ୟା, ବିଜେଡିର ବହୁ ଯୁବନେତା ନାରିମହାସଂଘ ର କାର୍ଯ୍ୟକର୍ତ୍ତା ଏବଂ ସାହସ୍ରାଧିକ ବ୍ୟକ୍ତି ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ! ବିଳମ୍ବରେ ହେଲେ ବି ସମସ୍ତ ସମର୍ଥକ ମାନଙ୍କ ସମାବେଶରେ ପାଳିତ ହୋଇଥିଲା ବିଜେଡିର 26 ତମ ପତିଷ୍ଠା ଦିବସ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା

Related posts

ପିସିସି ସଭାପତି ଭକ୍ତ ଚରଣଙ୍କ ରାଇରଙ୍ଗପୁର ଗସ୍ତ; ଦାଣ୍ଡବୋଷ ଗ୍ରାମରେ ୪୩ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ; ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଆଦିବାସୀ ନ୍ୟାୟ ସଭାରେ ବିଜେଡି ଓ ବିଜେପି ଉପରେ ଆଦିବାସୀ ଭାରତ ନେଇ ଗର୍ଜିଲେ 

masiha

ଜୁନାଗଡ଼ ଠାରେ ଭାଜପା ର ମିଶ୍ରଣ ପର୍ବ ଅନୁଷ୍ଠିତ ଭାଜପା ରେ ଯୋଗଦେଲେ ଗୋଳମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ 

masiha

କେନ୍ଦ୍ରାପଡ଼ା ଜିଲ୍ଲା କୃଷକ ମୋର୍ଚ୍ଚାର ମଣ୍ଡଳ ସତ୍ୟାପନ  ଏବଂ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!