ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୋଲାମୁଣ୍ଡା ମଣ୍ଡି ଠାରେ ମଣ୍ଡଳ ବିଜେପି ର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ମଣ୍ଡି ଠାରେ ଗୋଲାମୁଣ୍ଡା ମଣ୍ଡଳ ବିଜେପି ର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।. ଆଗକୁ ନିର୍ବାଚନ ଆସୁଥିବା ବେଳେ ବର୍ତ୍ତମାନ ରୁ ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତରରେ ଦଳକୁ ସଂଗଠିକ କରିବା ପାଇଁ ବିଭିନ୍ନ ସ୍ଥାନରେ ବୈଠକ ମାନ କରୁଥିବା ବେଳେ ଆଜି ଗୋଲାମୁଣ୍ଡା ମଣ୍ଡି ରେ ସାଙ୍ଗଠନିକ ବୈଠକ କରିଥିବା ଦେଖିବାକୁ ମିଳିଛି. । କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ପ୍ରଦୀପ କୁମାର ପଣ୍ଡା ଙ୍କ ନେତୃତ୍ୱରେ ନମିତା ରାଣୀ ସାହୁ, ଵୃଷଭ ନାଏକ,ନିରୁପମା ନାଏକ,ପବିତ୍ର ଚଳାନ,ଦୁଃଶାସନ ବାଗ, ନକୁଳ ରାଉତ,ସାଲେବାନ ମଙ୍ଗରାଜ,ବୈଶାଖୁ କେତକୀ,ଶ୍ୟାମ ସୁନ୍ଦର ଅଗ୍ରୱାଲ ସମେତ ଅନେକ ଦଳୀୟ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଦଳ କୁ ତୃଣମୂଳ ସ୍ତରରେ ମଜଭୁତ କରିବା ନେଇ ଆଲୋଚନା କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

masiha

ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଜେପି ଛାଡି ବିଜେଡି ରେ ଯୋଗଦାନ

masiha

ନ୍ୟାୟ ଦାବିରେ ସରପଞ୍ଚ ଚାମେଲୀ ଓଝାଙ୍କ ଆମରଣ ଅନଶନ: ସମର୍ଥନ ଜଣାଇଲା ଆମ୍ ଆଦମୀ ପାର୍ଟି

Sunil Chandra Nayak

Leave a Comment

error: Content is protected !!