ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ, ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି 

ନୂଆପଡ଼ା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ, ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି 

ନୂଆପଡା,ନୂଆପଡ଼ା ଜିଲ୍ଲା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ ହୋଇଛନ୍ତି। ଦଳର ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ସମେତ ରାଜ୍ୟ ଜିଲ୍ଲା ସ୍ତରୀୟ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ଲମ୍ବୋଦର ନିଆଲ ଏବଂ ଜିଲ୍ଲାର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ କାର୍ଯ୍ୟ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କୁ ନେଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସା ଘଟଣା ଅରାଜକତା ଆଡ଼କୁ ଗତି କରୁଛି ଓଡ଼ିଶା: ବିଜେଡି

କର୍ଲାମୁଣ୍ଡା ବ୍ଲକର ବଜରଙ୍ଗ ଦଳ ସମାବେଶ 

masiha

ଶିକ୍ଷା ,ରୋଜଗାର ଏବଂ ସୁରକ୍ଷା ନେଇ ରାଇରଙ୍ଗପୁରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଶାଳ ସମ୍ମୀଳନୀ

Sunil Chandra Nayak

Leave a Comment

error: Content is protected !!