ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାରହା ମାଂସ ବିକ୍ରି ଅଭିଯୋରେ ୩ ବ୍ୟକ୍ତି ଗିରଫ

ମ.ରାମପୁର: ,୨୦/୦୧(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଞ୍ଜ ଅନ୍ତର୍ଗତ ଖଲିଆପାଲି ଗାଁ ରେ ବାରହା ମାଂସ ବିକ୍ରି କରୁଥିବା ଅଭିଯୋଗରେ ବନ ବିଭାଗ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ପ୍ରାପ୍ତ ସୂଚନା ମତେ ଖଲିଆପାଲି ଗାଁ ରେ ବାରହା ମାଂସ ବିକ୍ରି କରୁଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ବନ ବିଭାଗ ଚଢାଉ କରି ବାରହା ମାଂସ ଜବତ କରିବା ସହ ୩ଜଣ କୁ ଗିରଫ କରିଥିଲେ l ଏଥିରେ ସଂପୃକ୍ତ ଥିବା ୩ଜଣକୁ ଗିରଫ କରିବା ସହ ୧କେଜି ବାରହା ମାଂସ ଜବତ କରିଛି। ଗିରଫ ୩ଜଣ ଖଲିଆପାଲି ଗାଁ ର ବିଶି ସାହୁ ଓ ଲାଲୁ ଭୋଇ ହୋଇଥିବା ବେଳେ ଅନ୍ୟ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା ଲୁହୁରାପାଲି ଗାଁ ର ପ୍ରଫୁଲ୍ଲ ଭୋଇ ବୋଲି ଜଣାପଡିଛି। 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଛତୁ ପାଇଁ ହତ୍ୟାକାଣ୍ଡ : ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା

Sunil Chandra Nayak

ଖୁଡୁଖୁଡି ଖେଳ ଉପରେ ଚଢାଉ , ୨ ଗିରଫ

Sunil Chandra Nayak

କଣ୍ଟେନର ରେ ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ପୋଲିସ, ଚାରି ଜଣ ଙ୍କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!