ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଏବିଇଓଙ୍କ ଯୋଗଦାନ

ପାପଡାହାଣ୍ଡି,20/01, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟଳୟରେ ନୂତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ସୁଦର୍ଶନ ମାଝୀ ଶୁକ୍ରବାର ଯୋଗ ଦେଇଛନ୍ତି | ଏହି ଅବସରରେ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଲକ ଦାସ ରନ୍ଧାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ପୁର୍ଣଚନ୍ଦ୍ର ପୂଜାରୀ,ସିଆରସୀ ମନୋଜ ମାଝୀ, ସିଆରସୀ ବାବୁଲାଲ ହରିଜନ ସହ ସମସ୍ତ ସିଆରସୀ ପ୍ରମୁଖ ଉପସ୍ଥିତ ରହିଥିଲେ | ମାଝୀ ପୂର୍ବରୁ ଜୟପୁର ଏବିଇଓ ଭାବେ କାର୍ଯ୍ୟରତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ରାଉରକେଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ଗୁଡହାଣ୍ଡି ଉନ୍ନୟନ ସମିତିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

masiha

କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!