ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଏବିଇଓଙ୍କ ଯୋଗଦାନ

ପାପଡାହାଣ୍ଡି,20/01, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟଳୟରେ ନୂତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ସୁଦର୍ଶନ ମାଝୀ ଶୁକ୍ରବାର ଯୋଗ ଦେଇଛନ୍ତି | ଏହି ଅବସରରେ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢ଼ୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବାଲକ ଦାସ ରନ୍ଧାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ପୁର୍ଣଚନ୍ଦ୍ର ପୂଜାରୀ,ସିଆରସୀ ମନୋଜ ମାଝୀ, ସିଆରସୀ ବାବୁଲାଲ ହରିଜନ ସହ ସମସ୍ତ ସିଆରସୀ ପ୍ରମୁଖ ଉପସ୍ଥିତ ରହିଥିଲେ | ମାଝୀ ପୂର୍ବରୁ ଜୟପୁର ଏବିଇଓ ଭାବେ କାର୍ଯ୍ୟରତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା ପାଈଁ ସମ୍ବର୍ଦ୍ଧନା 

masiha

ରାଉରକେଲା ଓକିଲ ସଂଘ ନିର୍ବାଚନ ଫଳାଫଳ ଘୋଷଣା  ସଦାନନ୍ଦ ସାହୁ – ସଭାପତି,ରାଜ କିଶୋର ପ୍ରଧାନ ଉପ ସଭାପତି ଓ ଦେବାନନ୍ଦ ତନ୍ତୀ ସଂପାଦକ ଭାବରେ ଲଗାତର ହ୍ୟାଟ୍ରିକ ବିଜୟ 

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟତ୍ରୀଙ୍କୁ ନେଇ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାରପ୍ରାପ୍ତଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!