ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତାରିଣୀପଶି ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

କାମାକ୍ଷାନଗର (ମ ନି ସ)20.01 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ତାରିଣୀପଶି ମିନିଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି ଫୁଟବଲ ଟୁର୍ନାମେଣ୍ଟ l ଏହା ଚାରିଦିନ ଧରି ଚାଲିଥିଲା l ସର୍ବ ମୋଟ 48 ଟି ଦଳ ଭାଗ ନେଇଥିଲେ l ଆଜି ତାର ପରିସମାପ୍ତି ଘଟିଛିl ଏହି ଖେଳ ଉପଭୋଗ କରିବା ପାଈଁ ପଡିଆ ଛାଇ ପାଖେ ଦର୍ଶକ ପରିପୂର୍ଣ ହେଇଥିଲେ l ଏହା ଆଜକୁ ପ୍ରାୟ 30 ବର୍ଷ ଧରି ପରିଚାଳିତ ହୋଇ ଆସୁଛି . ଏହି ପଡିଆରେ ପୁରୁଷ ଓ ମହିଳା ମାନଙ୍କର ମଧ୍ୟ ଫୁଟବଲ ପ୍ରତିଯୋଗିତା ହୋଇଥିଲା. ଆଜିତାର ସମାପ୍ତ ଘଟିଛି l ଅଜି ଫାଇନାଲ ଖେଳେରେ J.J.A FC ନାଲକୋ ସହିତ ୱାରିର FC ସହିତ ଫାଇନାଲ ମୁକାବିଲା ହୋଇଥିଲା, ଏହି ମୁକାବିଲାରେ ନାଲକୋ ବାଜିମାତ ମାରି ଚମ୍ପିୟାନ ହୋଇଥିଲା.40.000 ଟଙ୍କା ପ୍ରାଇଜ୍ ନେଇଥିଲେ. ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତାରିଣୀପସୀ ସେବଶ୍ରମ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରସନ କୁମାର ସେଠି ମହୋଦୟ… ଆଦିବାସୀ ନୃତ୍ୟରେ କମ୍ପି ଉଠିଲା ଷ୍ଟାଡିଅମ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ ତମ ସର୍ବ ଭାରତୀୟ ହକି ଚାମ୍ପିୟନସିପ – ୨୦୨୫ ଅନୁଷ୍ଠିତ ହେବ ଆସନ୍ତା ଏପ୍ରିଲ ୦୭ ତାରିଖରୁ ୧୫ ତାରିଖ

masiha

ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ‌ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନ

Sunil Chandra Nayak

ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପ୍ରଥମ ସେମି ଫାଇନାଲ ରେ ପେନାଲଟିକ ସୁଟ ଜରିଆରେ ସିନ୍ଦ୍ରିଗାଁ ଦଳ ବିଜୟୀ 

Sunil Chandra Nayak

Leave a Comment

error: Content is protected !!