ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତାରିଣୀପଶି ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

କାମାକ୍ଷାନଗର (ମ ନି ସ)20.01 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ତାରିଣୀପଶି ମିନିଷ୍ଟାଡିୟମ ରେ ଅନୁଷ୍ଠିତ ହୋଇଯାଇଛି ଫୁଟବଲ ଟୁର୍ନାମେଣ୍ଟ l ଏହା ଚାରିଦିନ ଧରି ଚାଲିଥିଲା l ସର୍ବ ମୋଟ 48 ଟି ଦଳ ଭାଗ ନେଇଥିଲେ l ଆଜି ତାର ପରିସମାପ୍ତି ଘଟିଛିl ଏହି ଖେଳ ଉପଭୋଗ କରିବା ପାଈଁ ପଡିଆ ଛାଇ ପାଖେ ଦର୍ଶକ ପରିପୂର୍ଣ ହେଇଥିଲେ l ଏହା ଆଜକୁ ପ୍ରାୟ 30 ବର୍ଷ ଧରି ପରିଚାଳିତ ହୋଇ ଆସୁଛି . ଏହି ପଡିଆରେ ପୁରୁଷ ଓ ମହିଳା ମାନଙ୍କର ମଧ୍ୟ ଫୁଟବଲ ପ୍ରତିଯୋଗିତା ହୋଇଥିଲା. ଆଜିତାର ସମାପ୍ତ ଘଟିଛି l ଅଜି ଫାଇନାଲ ଖେଳେରେ J.J.A FC ନାଲକୋ ସହିତ ୱାରିର FC ସହିତ ଫାଇନାଲ ମୁକାବିଲା ହୋଇଥିଲା, ଏହି ମୁକାବିଲାରେ ନାଲକୋ ବାଜିମାତ ମାରି ଚମ୍ପିୟାନ ହୋଇଥିଲା.40.000 ଟଙ୍କା ପ୍ରାଇଜ୍ ନେଇଥିଲେ. ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତାରିଣୀପସୀ ସେବଶ୍ରମ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରସନ କୁମାର ସେଠି ମହୋଦୟ… ଆଦିବାସୀ ନୃତ୍ୟରେ କମ୍ପି ଉଠିଲା ଷ୍ଟାଡିଅମ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଲିକତା ଠାରେ ଅନୁଷ୍ଠିତ ଇସକା ଇଣ୍ଡିଆ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତା-୨୦୨୫ ରେ କଳାହାଣ୍ଡି ଜିଲ୍ଲାକୁ ୧ ସ୍ୱର୍ଣ୍ଣ ଓ ୪ଟି ବ୍ରୋଞ୍ଜ 

masiha

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

Sunil Chandra Nayak

ଗୋଲାଙ୍ଗବନ୍ଧଠାରେ ମାଁ ଭୈରବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଯୋଗଦେଲେ ବିଧାୟକ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!