ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣା ମହିଳାଙ୍କ ପରଲୋକ

କାମାକ୍ଷାନଗର(ମ ନି ସ)୨୫/୦୧_ସ୍ବର୍ଗତ ଅମର ଶତପଥୀଙ୍କ ପତ୍ନୀ ଶ୍ରୀମତୀ ବାସନ୍ତି ଦେବୀ ଙ୍କ ଗତ ସୋମବାର ବିଳମ୍ବତ ରାତି ପ୍ରାୟ ୧.୨୦ ମିନିଟରେ ଅନନ୍ତପୁର ସ୍ଥିତ ବାସଭବନରେ ପରଲୋକରେ ଗମନ କଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ଦିର୍ଘ ଦିନ ହେବ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପୁତ୍ର,ପୁତ୍ରବଧୁ, ଝିଅ ,ଜ୍ବାଇଁ ,ନାତି ,ନାତୁଣି ଉପସ୍ଥିତ ଥିଲେ। ସେ ଜଣେ ପରୋପକାରି ମିଷ୍ଟାଭାଷୀ , ମେଳାପି ଓ ଧାର୍ମିକ ବ୍ୟକ୍ତି ଥିଲେ। ଶୋକ ସମ୍ବାଦ ମିଳିବା ପରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ଓ ଅଞ୍ଚଳର ବହୁ ବୁଦ୍ଧିଜୀବି ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।

କାମାକ୍ଷନଗରର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚ ର କାର୍ଲ ମାର୍କସ ଜୟନ୍ତୀ ପାଳନ ଓ ସ୍ବତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ

Sunil Chandra Nayak

ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଜିଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ସହ ଡାବୁଗାଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!