ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ହର ଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ କଲେଜ ର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସାହୁ, ଅଧ୍ୟାପକ ଗଗନ ବିହାରୀ ମହାପାତ୍ର, ଅଧ୍ୟାପକ ଲମ୍ବୋଦର ସାହୁକାର, ଗ୍ରନ୍ଥ ରକ୍ଷକ ଧ୍ରୁବ ଚରଣ ସାହୁ, ପ୍ରଶିକ୍ଷିକା ବର୍ଷା ପ୍ରିୟଦର୍ଶିନୀ, କାର୍ଯ୍ୟକ୍ରମ ସଂଯୋଜକ ତଥା କ୍ରୀଡା ଶିକ୍ଷକ ରାଜ କିଶୋର ରଣା ପ୍ରମୁଖ ଯୋଗ ଦେଇ ଛାତ୍ରୀ ମାନେ କିଭଳି ଶିଖିଥିବା ବିଭିନ୍ନ କୌଶଳ କୁ ନିଜ ନିଜର ବ୍ୟକ୍ତିଗତ ଜୀବନରେ ବ୍ୟବହାର କରି ପାରିବେ ସେ ଉପରେ ମତପ୍ରକାଶ କରିଥିଲେ l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ସନତ କୁମାର ସାହୁ ମନୋନୀତ

କୁଟୁରିଆ ଠାରେ ରାଷ୍ଟ୍ରମାତା ସାବିତ୍ରୀବାଇ ଫୁଲେ ଙ୍କ ୧୯୨ତମ ଜୟନ୍ତୀ ପାଳିତ

Sunil Chandra Nayak

କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀଙ୍କୁ ରବି ଚାଷ ପାଇଁ ଜଳସେଚନ ଦାବି କଲେ ଚାଷି

masiha

Leave a Comment

error: Content is protected !!