ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଜୁନାଗଡ୨୬/୧ (ମନିସ) ଜୁନାଗଡ ଚମେଳି ଦେବୀ ମହିଲା ମହାବିଦ୍ୟାଳୟ ଠାରେ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ଶିବିର ରେ ମହାବିଦ୍ୟାଳୟ ର ପ୍ରାୟ ୧୨୮ ଟି ବାଳିକା ମାନଙ୍କୁ ଜଲି ପରାଭୋଇ, ଅଞ୍ଜନା ବିଶି ଦୁଇ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଥିଲେ।,ଏହି ଶିବିର କୁମହାବିଦ୍ୟାଳୟ ଅଧକ୍ଷ୍ୟା ପ୍ରିୟମଞ୍ଜରୀ ପଣ୍ଡା ସଭାପତିତ୍ବ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଯୋଗ ଦେଇଥିଲେ , ଅଧ୍ୟାପକ ବିଶ୍ଵପତି ମୁଣ୍ଡ ପରିଚାଳନା କରିଥିଲେ ,ଶେଷ ରେ ମହାବିଦ୍ୟାଳୟ ଖେଳ ଶିକ୍ଷକଦୁର୍ଗା ଶଙ୍କର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

1996 ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

Sunil Chandra Nayak

କିସ ଓ କିଟ ପକ୍ଷରୁ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଧି ବାମନଙ୍କ ନୂଆଖାଇ ଲଗ୍ନ ଧାର୍ଯ୍ୟ

masiha

Leave a Comment

error: Content is protected !!